Tag Archives: ମାଲାକାନାଗିରି

ଓଡିଶା ଖବର

ଗଣରାଜ୍ୟ ଦିବସ ସାରା ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ

ଭୁବନେଶ୍ୱରରେ ରାଜ୍ୟପାଳ ଜାତୀୟ ପତାକା ଉତୋଳନ କରିସାରିବା ପରେ ଆରମ୍ଭ ହୋଇଥିଲା ପ୍ୟାରେଡ । ବାଦ୍ୟର ତାଳେ ତାଳେ ହାତକୁ ହାତ ହଲେଇ ପାଦକୁ ପାଦ ମିଳାଇ ସଞ୍ଚାଳନରେ ଭାଗନେଇଥିଲେ ୮୫ଟି ଦଳ । ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଆକର୍ଷଣୀୟ ଥିଲା । ପ୍ରଜ୍ଞାପନ ମେଢ ରାଜ୍ୟସ୍ତରୀୟ ପ୍ୟାରେଡରେ ମଧ୍ୟ ସ୍ଥାନ ପାଇଥିଲା । ପ୍ୟାରେଡରେ ମଧ୍ୟ ସ୍ଥାନ ପାଇଥିଲା ।

ବିସ୍ତୃତ