ଚଳିତ ବର୍ଷ ରାଜ୍ୟରେ ଖୋଲିବ ୪୧ଟି ନୂଆ ଦମକଳ କେନ୍ଦ୍ର
ତଦନୁଯାୟୀ ଦମକଳ କେନ୍ଦ୍ର ନଥିବା ବ୍ଲକମାନଙ୍କ ମଧ୍ୟରୁ ୪୧ଟି ବ୍ଲକରେ ୨୦୧୨-୧୩ ଆର୍ଥିକ ବର୍ଷରେ ଦମକଳ କେନ୍ଦ୍ର ଖୋଲାଯିବ ।
ତଦନୁଯାୟୀ ଦମକଳ କେନ୍ଦ୍ର ନଥିବା ବ୍ଲକମାନଙ୍କ ମଧ୍ୟରୁ ୪୧ଟି ବ୍ଲକରେ ୨୦୧୨-୧୩ ଆର୍ଥିକ ବର୍ଷରେ ଦମକଳ କେନ୍ଦ୍ର ଖୋଲାଯିବ ।
ପ୍ରଥମ ଓଡ଼ିଆ ଭାବେ ମହିଳା ଟ୍ୱେଂଟି୨୦ ବିଶ୍ୱକପ ଖେଳିବାର ଗୌରବ ହାସଲ କରିଥିବା ରୋଶନ୍ନାରା ପ୍ରଥମ ଓଡ଼ିଆ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି ।
ଓଡିଶା ବିଧାନସଭା ଇତିହାସରେ ଯେଭଳି ଭାବରେ ଗୃହ ପରିଚାଳନା କରାଯାଉଛି । ଏଠି ସରକାର ଯାହା ଚାହିଁବେ ତାହା ହିଁ ହେବ । ଗଣତନ୍ତ୍ର ଏଠି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।
ଆଗାମୀ ଦିନରେ ଏଭଳି ଏକ ରାଜ୍ୟବିକାଶ ବିରୋଧି କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେଦୃଢ ଜବାବ ଦେବେ ବୋଲି ଦାସବର୍ମା ଚରମ ଚେତାବନୀ ଜଣାଇଛନ୍ତି ।
ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।
ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ବିଜେପି ବିଧାୟକ କରେନ୍ଦ୍ର ମାଝି, କମ୍ୟୁନିଷ୍ଟ ବିଧାୟକ ଆଦିକନ୍ଦ ସେଠୀ ପ୍ରମୁଖ ଶୋକ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହାପରେ ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
© Copyright 2017 Odisha.com