Tag Archives: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ଓଡିଶା ଖବର

ଚଳିତ ବର୍ଷ ରାଜ୍ୟରେ ଖୋଲିବ ୪୧ଟି ନୂଆ ଦମକଳ କେନ୍ଦ୍ର

ତଦନୁଯାୟୀ ଦମକଳ କେନ୍ଦ୍ର ନଥିବା ବ୍ଲକମାନଙ୍କ ମଧ୍ୟରୁ ୪୧ଟି ବ୍ଲକରେ ୨୦୧୨-୧୩ ଆର୍ଥିକ ବର୍ଷରେ ଦମକଳ କେନ୍ଦ୍ର ଖୋଲାଯିବ ।

ବିସ୍ତୃତ
ଓଡିଶା ଖବର

ମହିଳା ବିଶ୍ୱକପ ଦଳରେ ବଲାଙ୍ଗୀରର ରୋଶନ୍ନାରା

ପ୍ରଥମ ଓଡ଼ିଆ ଭାବେ ମହିଳା ଟ୍ୱେଂଟି୨୦ ବିଶ୍ୱକପ ଖେଳିବାର ଗୌରବ ହାସଲ କରିଥିବା ରୋଶନ୍ନାରା ପ୍ରଥମ ଓଡ଼ିଆ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି ।

ବିସ୍ତୃତ
ଓଡିଶା ଖବର

ହଟ୍ଟଗୋଳ ମଧ୍ୟରେ ସରିଲା ଶୀତ ଅଧିବେଶନ

ଓଡିଶା ବିଧାନସଭା ଇତିହାସରେ ଯେଭଳି ଭାବରେ ଗୃହ ପରିଚାଳନା କରାଯାଉଛି । ଏଠି ସରକାର ଯାହା ଚାହିଁବେ ତାହା ହିଁ ହେବ । ଗଣତନ୍ତ୍ର ଏଠି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।

ବିସ୍ତୃତ
ଅର୍ଥ-ବ୍ୟବସାୟଓଡିଶା ଖବର

ରେଳବାଇ ଅବହେଳା ପ୍ରତିବାଦରେ ବିଜେଡ଼ିର ଅର୍ଥନୈତିକ ଅବରୋଧ

ଆଗାମୀ ଦିନରେ ଏଭଳି ଏକ ରାଜ୍ୟବିକାଶ ବିରୋଧି କେନ୍ଦ୍ର ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେଦୃଢ ଜବାବ ଦେବେ ବୋଲି ଦାସବର୍ମା ଚରମ ଚେତାବନୀ ଜଣାଇଛନ୍ତି ।

ବିସ୍ତୃତ
ଓଡିଶା ଖବରରାଜନୀତି

ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ବିଜେଡି ବିଧାୟକ ପ୍ରଦୀପ ମହାରଥୀ ହାତରେ ଧରିଥିବା କାଗଜପତ୍ର ଗୃହ ମଧ୍ୟକୁ ଫୋପାଡି ଦେଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ପରବର୍ତୀ ସମୟରେ ବିଜେଡିର ଅନ୍ୟ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ । ଫଳରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।

ବିସ୍ତୃତ
ଓଡିଶା ଖବର

ଶୋକ ପ୍ରସ୍ତାବ ପରେ ୨୯ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୁଲତବି

ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ, ବିଜେପି ବିଧାୟକ କରେନ୍ଦ୍ର ମାଝି, କମ୍ୟୁନିଷ୍ଟ ବିଧାୟକ ଆଦିକନ୍ଦ ସେଠୀ ପ୍ରମୁଖ ଶୋକ ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାରେ ଅଂଶଗ୍ରହଣ କରି ଶ୍ରଦ୍ଧାଂଜଳି ଜଣାଇଥିଲେ । ଏହାପରେ ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ବିସ୍ତୃତ