ଓଡିଶା ନ୍ୟୁଜ/ Odisha News

Tag Archives: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଓଡିଶା ଖବର

ମହିଳାଙ୍କ ବିରୋଧରେ ଅତ୍ୟାଚାରର ତଦନ୍ତ ତ୍ୱରାନ୍ୱିତ ପାଇଁ ସ୍ଵତନ୍ତ୍ର ୟୁନିଟ

ଇନଭେଷ୍ଟିଗେଟିଙ୍ଗ ୟୁନିଟ୍ସ ଫର କ୍ରାଇମ୍ସ ଏଗେନଷ୍ଟ ୱୂମେନ (ଆଇୟୁସିଏଡବ୍ଲ୍ୟୁ) ନାମରେ ନାମିତ ଏହି ସ୍ଵତନ୍ତ୍ର ସଂସ୍ଥା ପାଇଁ ୧୦୫ ଜଣ ପୋଲିସ ଅଧିକାରୀ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ବିସ୍ତୃତ
ଓଡିଶା ଖବରରାଜନୀତି

ଓଡିଶା ଜନସେବା ଅଧିକାର ଆଇନରେ ୨୩୫ ଟି ନୂଆ ସେବା ଅନ୍ତ୍ରର୍ଭୁକ୍ତ

ନୂତନ ନିସ୍ପତି ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗକୁ ପୂର୍ବରୁ ୧୩ଟି ସେବାରେ ଅନ୍ତ୍ରର୍ଭୁକ୍ତ କରାଯାଇଥିବା ବେଳେ ବର୍ତ୍ତମାନ ୩୨ଟି ସେବାକୁ ଓ ରାଜସ୍ୱ ବିଭାଗର ୧୨ଟି ସେବା ୩୪ କୁ ବୃଦ୍ଧି କରାଯାଇଛି । ସେହିପରି ଅର୍ଥ ବିଭାଗର ସେବାକୁ ୩ ରୁ ୮, ଗୃହ ବିଭାଗର ସେବାକୁ ୧୫ ରୁ ୩୧, ଅନୁସୁଚୀତ ଜନ ଜାତି ଓ ଜାତି ଉନ୍ନୟନ ବିଭାଗର ସେବାକୁ ୨ ରୁ ୩, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସେବାକୁ ୨୨ ରୁ ୩୦, ଉଚ୍ଚଶିକ୍ଷା ବିଭାଗର ସେବା ୮ ରୁ ୩୯ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସେବାକୁ ୩ ରୁ ୧୭ କୁ ବୃଦ୍ଧି କରାଯାଇଛି।

ବିସ୍ତୃତ
ଓଡିଶା ଖବରରାଜନୀତି

ଓଡିଆରେ ସବୁ ଆଇନର ଅନୁବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବିଭିନ୍ନ କୋର୍ଟ ମାନଙ୍କରେ ନିଯୁକ୍ତି ଆଇନ ଅଧିକାରୀ ମାନଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା ସହିତ ସରକାରଙ୍କ ବିଭିନ୍ନ ବିଭଗର ନିଯୁକ୍ତି ପ୍ରକ୍ରିୟା ଯେପରି କୋର୍ଟ କଚେରୀରେ ଝୁଲି ନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବିସ୍ତୃତ
ଓଡିଶା ଖବରରାଜନୀତି

କଂଗ୍ରେସ ହେଉଛି ଦୁର୍ନିତିର ରୋଲ ମଡେଲ-ନବୀନ

ମୁଖ୍ୟମନ୍ତ୍ରୀ ଗଙ୍ଗାହର ନଦୀର ସାହାରହଦି ଘାଟରେ ୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଜୁ ସେତୁ ପାଇଁ ଭିତିପସ୍ତର ସ୍ଥାପନ କରିଛନ୍ତି ।

ବିସ୍ତୃତ
ଓଡିଶା ଖବରସାହିତ୍ୟ

ହିନ୍ଦୀରେ ପ୍ରକାଶିତ ହେବ ସାରଳାଦାସଙ୍କ ମହାଭାରତ

ଓଡିଆ ଭାଷାର କାଳଜୟୀ ରଚନା ଗୁଡିକ ଇଂରାଜୀ ତଥା ଅନ୍ୟ ଭାଷାରେ ଅନୁବାଦ ହେବାଦ୍ୱାରା ଆମ ସାହିତ୍ୟର ବ୍ୟାପକ ପ୍ରସାର ଘଟିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିସ୍ତୃତ
ଓଡିଶା ଖବର

ଯଜ୍ଞେଶ୍ୱର ବାବୁ ବିଜେଡିରୁ ନିଲମ୍ବିତ

ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ପକ୍ଷରୁ ମୋର୍ଚ୍ଚାର ମୁଖ୍ୟ ମୁଖପାତ୍ର ଭାବରେ ଯଜ୍ଞେଶ୍ୱର ବାବୁ ସାମ୍ବାଦିକଙ୍କୁ ସୁଚନା ଦେଇଥିଲେ ।

ବିସ୍ତୃତ