ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ମହିଳାଙ୍କ ବିରୋଧରେ ଅତ୍ୟାଚାରର ତଦନ୍ତ ତ୍ୱରାନ୍ୱିତ ପାଇଁ ସ୍ଵତନ୍ତ୍ର ୟୁନିଟ

ଇନଭେଷ୍ଟିଗେଟିଙ୍ଗ ୟୁନିଟ୍ସ ଫର କ୍ରାଇମ୍ସ ଏଗେନଷ୍ଟ ୱୂମେନ (ଆଇୟୁସିଏଡବ୍ଲ୍ୟୁ) ନାମରେ ନାମିତ ଏହି ସ୍ଵତନ୍ତ୍ର ସଂସ୍ଥା ପାଇଁ ୧୦୫ ଜଣ ପୋଲିସ ଅଧିକାରୀ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଓଡିଶା ଜନସେବା ଅଧିକାର ଆଇନରେ ୨୩୫ ଟି ନୂଆ ସେବା ଅନ୍ତ୍ରର୍ଭୁକ୍ତ

ନୂତନ ନିସ୍ପତି ଅନୁଯାୟୀ ବାଣିଜ୍ୟ ଓ ପରିବହନ ବିଭାଗକୁ ପୂର୍ବରୁ ୧୩ଟି ସେବାରେ ଅନ୍ତ୍ରର୍ଭୁକ୍ତ କରାଯାଇଥିବା ବେଳେ ବର୍ତ୍ତମାନ ୩୨ଟି ସେବାକୁ ଓ ରାଜସ୍ୱ ବିଭାଗର ୧୨ଟି ସେବା ୩୪ କୁ ବୃଦ୍ଧି କରାଯାଇଛି । ସେହିପରି ଅର୍ଥ ବିଭାଗର ସେବାକୁ ୩ ରୁ ୮, ଗୃହ ବିଭାଗର ସେବାକୁ ୧୫ ରୁ ୩୧, ଅନୁସୁଚୀତ…

ଓଡିଆରେ ସବୁ ଆଇନର ଅନୁବାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ବିଭିନ୍ନ କୋର୍ଟ ମାନଙ୍କରେ ନିଯୁକ୍ତି ଆଇନ ଅଧିକାରୀ ମାନଙ୍କ କାର୍ଯ୍ୟର ନିୟମିତ ସମୀକ୍ଷା ସହିତ ସରକାରଙ୍କ ବିଭିନ୍ନ ବିଭଗର ନିଯୁକ୍ତି ପ୍ରକ୍ରିୟା ଯେପରି କୋର୍ଟ କଚେରୀରେ ଝୁଲି ନରୁହେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

କଂଗ୍ରେସ ହେଉଛି ଦୁର୍ନିତିର ରୋଲ ମଡେଲ-ନବୀନ

ମୁଖ୍ୟମନ୍ତ୍ରୀ ଗଙ୍ଗାହର ନଦୀର ସାହାରହଦି ଘାଟରେ ୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଜୁ ସେତୁ ପାଇଁ ଭିତିପସ୍ତର ସ୍ଥାପନ କରିଛନ୍ତି ।

ହିନ୍ଦୀରେ ପ୍ରକାଶିତ ହେବ ସାରଳାଦାସଙ୍କ ମହାଭାରତ

ଓଡିଆ ଭାଷାର କାଳଜୟୀ ରଚନା ଗୁଡିକ ଇଂରାଜୀ ତଥା ଅନ୍ୟ ଭାଷାରେ ଅନୁବାଦ ହେବାଦ୍ୱାରା ଆମ ସାହିତ୍ୟର ବ୍ୟାପକ ପ୍ରସାର ଘଟିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଯଜ୍ଞେଶ୍ୱର ବାବୁ ବିଜେଡିରୁ ନିଲମ୍ବିତ

ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ପକ୍ଷରୁ ମୋର୍ଚ୍ଚାର ମୁଖ୍ୟ ମୁଖପାତ୍ର ଭାବରେ ଯଜ୍ଞେଶ୍ୱର ବାବୁ ସାମ୍ବାଦିକଙ୍କୁ ସୁଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ନାଲକୋ ସମନ୍ୱୟ ସମିତି ପ୍ରତିନିଧିଙ୍କ ଆଲୋଚନା

ଆଲୋଚନା ସମୟରେ ସେମାନେ କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ନୀତିର ଦୃଢ ସମାଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ନାଲକୋ ନୀତିର ମୁଖ୍ୟମନ୍ତ୍ରୀ ବିରୋଧ କରିଥିବାରୁ ସେମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

୨୦୧୭ ସୁଦ୍ଧା ଭୂମିହୀନ ଆଦିବାସୀ ପରିବାରକୁ ଜମି

ଏହା ଦଦ୍ୱାରା୨୦୧୬-୧୭ ମଧ୍ୟରେ ଟି ଏସ ପି ଅଞ୍ଚଳର କୌଣସି ଆଦିବାସୀ ପରିବାର ଭୂମିହୀନ ରହିବେ ନାହିଁ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ଆଦିବାସୀ ପୁଅ ଝିଅଙ୍କ ଶିକ୍ଷାର ସୁବିଧା ପାଇଁ ୨୦୦୦ଟି ୧୦୦ସିଟ ବିଶିଷ୍ଟ ହଷ୍ଟେଲ ନିର୍ମାଣ କରାଯାଇଛି ଏବଂ ଆଉ ୧୪୦୦ଟି ହଷ୍ଟେଲ ନିର୍ମାଣାଧୀନ ରହିଛି ।

ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାଉପରେ ଗୁରୁତ୍ୱ

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା…

This website uses cookies.

Read More