Tag: ମୁଖ୍ୟମନ୍ତ୍ରୀ

୩୧ କ୍ରୀଡାବିତ ପାଇଲେ ସରକାରୀ ଚାକିରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ ଠାରେ ଗୁରୁବାର ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ଏହି କ୍ରୀଡାବିତ ମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି ମହିଳା ।

ନେପାଳ ଦୁର୍ଗତ ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଞ୍ଚକୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି।

ଟାଟା ସହାୟତାରେ ହେବାକୁଥିବା ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ତାମିଲନାଡୁର ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ହାସପାତାଲ ଗଞ୍ଜାମ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ ଆଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବ । ଏଗ୍ରିମେଣ୍ଟ ଅନୁସାରେ ଟାଟା ଷ୍ଟିଲ ଏହି ଚିକିତ୍ସାଳୟର ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ପାଇଁ ୪୨.୩ କୋଟି ଟଙ୍କା…

ଜାନକୀ ବାବୁ ; ବ୍ୟକ୍ତିତ୍ୱ ଓ ନେତୃତ୍ୱ

ବିଜୁ ବାବୁ ‘ଝଡର ଇଗଲ୍‍’ ହେଲେ ଜାନକୀ ବାବୁ ‘ଧରଣୀର କୃଷ୍ଣସାର’ । ତାଙ୍କୁ ଉଡିବାର କେହି ଦେଖିନାହିଁ, ହେଲେ ବହୁ ବଡବଡ ଦ୍ରୁମଙ୍କୁ ରାଜନୀତିରେ ସେ ଉଡାଇ ଦେଇଛନ୍ତି । ବହୁ ପ୍ରତିକୂଳ ରାଜନୈତିକ ପରିସ୍ଥିତିକୁ ସାମ୍ନା କରି ସେ ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଛନ୍ତି । ଜାନକୀ ବାବୁ ଓଡିଆ ଭାଷା, ସାହିତ୍ୟ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

୩ ଜାନୁଆରୀ ୧୯୨୭ରେ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମଗହଣ କରିଥିବା ପଟ୍ଟନାୟକ ପାଞ୍ଚଥର ବିଧାନସଭା ଓ ଦୁଇଥର ଲୋକସଭାକୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ସହ ଆସାମର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଆଦି ବିଭିନ୍ନ ପଦ ପଦବିରେ କାର୍ଯ୍ୟ କରିଥିଲେ।

୩୨୭ ଟି ପୋଲିସ ସବ-ଇନ୍ସପେକ୍ଟର ପଦବୀ ପୂରଣ ପାଇଁ ନିର୍ଦ୍ଦେଶ

ଏହି ପଦବୀ ଗୁଡିକ ଷ୍ଟାଫ ସିଲେକସନ କମିଶନ ଜରିଆରେ ସିଧାସଳଖ ଭାବେ ପୂରଣ କରାଯିବ । ସୂଚନାଯୋଗ୍ୟଯେ, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ନିକଟରେ ଏକ ବୈଠକରେ, ବିଭିନ୍ନ ବିଭାଗ ଓ ନିଯୁକ୍ତି ଆୟୋଗ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

This website uses cookies.