Tag Archives: ମୁଖ୍ୟ ଶାସନ ସଚିବ

ମାନବାଧିକାର

କମ୍ପାନୀଙ୍କ ଉପରେ ବାକିପଡିଛି ୩ ହଜାର କୋଟି ଟଙ୍କାରୁ ଅଧିକ ଜଳ ଟିକସ

ଭୁବନେଶ୍ଵର,  ଜୁନ ୧ (ଓଡିଶା ଡଟ କମ)   ରାଜ୍ୟରେ କେତେକ ବ୍ବ୍ୟବସାୟିକ ସଂସ୍ଥା ନିଜର କଳ କାରଖାନା ପାଇଁ ନଦୀ ଜଳ ବ୍ୟବହାର କରି ନିୟମିତ ଜଳ ଟିକସ ଦେଉନଥିବା ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ରୁ ଜଣ ପଡିଛି । ଯାହା ଫଳରେ ରାଜ୍ୟର ବ୍ୟାପକ ରାଜସ୍ୱ ହାନୀ ହେଉଛି...

ବିସ୍ତୃତ
ରାଜନୀତି

ଆଦିତ୍ୟ ପାଢ଼ୀ ମୁଖ୍ୟ ଶାସନ ସଚିବ

ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ଗୋକୁଳ ଚନ୍ଦ୍ର ପତି ସୋମବାର ଅବସର ଗ୍ରହଣ କରୁଛନ୍ତି। ପାଢୀ ତାଙ୍କଠାରୁ ଦାୟିତ୍ଵ ଗ୍ରହଣ କରିବେ । ଏହା ବ୍ୟତୀତ ସରକାର ଉନ୍ନୟନ କମିଶନର ଭାବେ କାର୍ଯ୍ୟ କରୁଥିବା ଉପେନ୍ଦ୍ର ନାଥ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିଛନ୍ତି ।

ବିସ୍ତୃତ
ଓଡିଶା ଖବର

ମାଲକାନଗିରିର ୭ଟି ବ୍ଲକ ପୁନର୍ଗଠିତ

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ମାଲକାନଗିରି ବ୍ଲକରେ ବର୍ତମାନ ୧୩ଟି ଗ୍ରାମ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନରେ ୧୯ଟି ଗ୍ରାମ ପଞ୍ଚାୟତ ରହିବ । ପଡିଆ ବ୍ଲକରେ ୧୦ଟି ପଞ୍ଚାୟତ ରହିଥିବାବେଳେ ୮ଟି ପଞ୍ଚାୟତ ରହିବ ।

ବିସ୍ତୃତ
ମୁଖ୍ୟ ଖବର

ପାରାଦ୍ଵୀପ ତୈଳ ବିଶୋଧନାଗାର ଅଫିସରଙ୍କ ରେକର୍ଡ଼ ସମୀକ୍ଷା କମିଟି ଗଠନ କରିବାକୁ ଚିଠି

ଚାକିରି ଶେଷ ପୂର୍ବରୁ ଅବ୍ୟାହତି ଦେଇ ପାରିବେ ଏବଂ ଏଥିପାଇଁ ତିନି ମାସ ଆଗରୁ ନୋଟିସ୍ ଦେବାକୁ ପଡ଼ିବ ।

ବିସ୍ତୃତ
ମୁଖ୍ୟ ଖବର

ତରୁଣକାନ୍ତି ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର

ଏହି ପଦବୀରେ ଥିବା ଧିରେନ୍ଦ୍ର ନାଥ ପାଢୀଙ୍କ କାର୍ଯ୍ୟକାଳ ଚଳିତ ମାସ ୧୯ତାରିଖରେ ସମାପ୍ତ ହେଉଥିବାରୁ ସେହି ଦିନ ନୂତନ ମୁଖ୍ୟ ସୂଚନା କମିଶନର ଭାବେ ମିଶ୍ର ଦାୟିତ୍ୱ ଗ୍ରହଣ କରିବେ ।

ବିସ୍ତୃତ