Tag Archives: ମୁମ୍ବାଇ

ପ୍ରବାସୀ ଓଡିଆ

ପଶ୍ଚିମ ଓଡିଶା ପରିବାର-ମୁମ୍ବାଇ ଦ୍ଵାରା ଏକାଦଶ ନୂଆଖାଇ ଭେଟଘାଟ

ସମ୍ବଲପୁରର ଲୋକନୃତ୍ୟ ମଣ୍ଡଳୀ “ରଙ୍ଗ ଫରୁଆ” ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ରଙ୍ଗବତୀର ତାଳେ ନାଚି ନାଚି ଦର୍ଶକ ମତୁଆଲା ହୋଇଉଠିଥିଲେ।

ବିସ୍ତୃତ
ପ୍ରବାସୀ ଓଡିଆ

ମୁମ୍ବାଇ ପଶ୍ଚିମ ଓଡିଶା ପରିବାର ଦ୍ଵାରା ନୂଆଖାଇ ଭେଟ ଘାଟ

ଲିଉଡ ଚିତ୍ର ତାରକା ଟାଇଗର ସରଫ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଘାରୁ ଆସିଥିବା କଳାକାର ଡାଳଖାଇ, ରସରକେଲି, ଓ ରଙ୍ଗବତୀ ଆଦି ନୃତ୍ୟ ପରିବେଷଣ କରିଥିଲେ ।

ବିସ୍ତୃତ
ପ୍ରବାସୀ ଓଡିଆ

ପୂର୍ବତନ ରିଜର୍ଭ୍ ବ୍ୟାଙ୍କ ଡେପୁଟି ଗଭର୍ନରଙ୍କୁ ବିଦାୟ ସମ୍ବର୍ଧନା

ବସି ଠାରେ ଥିବା ଓଡିଆ ଭବନରେ ପ୍ରାୟ ଦେଢ ଶହ ଓଡିଆ ଏକତ୍ରିତ ହୋଇ ଶ୍ରୀ ଖାନ୍ଂକୁ ଏହି ସମ୍ବର୍ଧନା ଜଣାଇଥିଲେ । ଏହି ଅବସରରେ ଦେନା ବେଂକ୍ ରୁ ଅବସର ନେଇଥିବା ବରିଷ୍ଠ ଅଧିକାରୀ ଗୁରୁପ୍ରସାଦ ମହାନ୍ତି ଓ ତାଂକ ସ୍ତ୍ରୀ ଶ୍ରୀମତୀ ଗାୟତ୍ରୀ ମହାଂତିଂକୁ ମଧ୍ୟ ବିଦାୟ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା।

ବିସ୍ତୃତ
ଓଡିଶା ଖବର

ନାଲକୋ ନିର୍ଦ୍ଦେଶକଙ୍କୁ ଗ୍ଲୋବାଲ ଏଚଆର ଏକ୍ସିଲେନ୍ସ ପୁରସ୍କାର

ଶ୍ରମ ଓ ସମାଜ କଲ୍ୟାଣରେ ସ୍ନାତକତୋର ଶିକ୍ଷା ଲାଭ କରିଥିବା ଶ୍ରୀ ପାଢୀ, ଟାଟା ମାଇନ୍ସ, ଏନଟିପିସି, ସତଲୁଜ ଜଳ ବିଦ୍ୟୁତ ନିଗମ (ଏସଜେଭିଏନଏଲ) ଓ ଏମସିଏଲରେ କାର୍ଯ୍ୟ କରି ସେ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି ।

ବିସ୍ତୃତ