ରଙ୍ଗବତୀ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

କଙ୍କଡ଼ା ହେବାର ଗୌରବ ଓ ଓଡ଼ିଆ ମଧ୍ୟବିତ୍ତ (ରୋକ୍ ଠୋକ୍ )

ରଘୁରାଜପୁର ଗାଁର ପାନ ବରଜରେ କାମ କରୁଥିବା ଗୋଟେ ସାଧାରଣ ପରିବାରର ପିଲା କେଳୁ ଚରଣ ମହାପାତ୍ରଙ୍କ ଉଦ୍ୟମରେ ଓଡ଼ିଶୀ ଭଳି ଏକ ନୃତ୍ୟ ପଚାଶ ବର୍ଷ ଭିତରେ ସାରା ପୃଥିବୀରେ ବ୍ୟାପି ଗଲା  । କେଳୁବାବୁଙ୍କୁ ନେଇ ଏ ଜାତି କେତେ ଗର୍ବ କରିଛି ? ଆଜି ଓଡ଼ିଶୀ ନୃତ୍ୟ ପୃଥିବୀର ଶହେଟି ଦେଶରେ ନିଜର…

ରଙ୍ଗବତୀ : କାହାଣୀ ଓ ବାସ୍ତବତା (ରୋକ୍ ଠୋକ୍)

ଗୋଟେ ଗୀତର ପ୍ରାଣ ହେଉଛି ତା’ର କବିତା । କବିତାରେ ଥିବା ଶବ୍ଦ ଓ ଭାବକୁ ବଦଳାଇବାର ଅଧିକାର ଗାୟକ ପାଖରେ ନାହିଁ । ଉଦାହରଣ ସ୍ୱରୂପ ‘ରଙ୍ଗ ବର୍‍ସେ ଭିଗେ ଚୁନ୍‍ରବାଲୀ’ କୁ ‘ଭାଙ୍ଗ ବର୍‍ସେ ଜାଗେ ହୁନର୍‍ବାଲୀ’ବୋଲି ଗାଇବା ସମ୍ଭବ ନୁହେଁ । ରଙ୍ଗବତୀ ଗୀତରେ ଗୋଟିଏ ଧାଡ଼ି ମୂଳ ରଚନା ସହ…

ଭୀମବକରାଳମ୍‍ ଓ ରଙ୍ଗବତୀର ପ୍ରତ୍ୟାବର୍ତ୍ତନ (ରୋକ୍ ଠୋକ୍)

କେବଳ ନାଁ ଦେଇଦେଲେ ସମ୍ମାନ ପୂର୍ଣ୍ଣାଙ୍ଗ ହୁଏ ନାହିଁ, ଏକ ବ୍ୟାବସାୟିକ ପ୍ରସ୍ତୁତି ଭାବରେ କୋକ୍‍ ଷ୍ଟୁଡ଼ିଓ ଏହାର ମାଲିକାନାକୁ ନେଇ ଭବିଷ୍ୟତରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ । ତା’ର ଅଂଶ ମୂଳ ଗୀତିକାର ଓ ସଙ୍ଗୀତକାରକୁ ନ ମିଳିବା ଏକପ୍ରକାର ଅପରାଧ । ଏହି ଅପରାଧକୁ ଓଡ଼ିଶାବାସୀ ଗ୍ରହଣ କରି ନିଅନ୍ତୁ…

‘ରଙ୍ଗବତୀ ରିଟର୍ନସ’କୁ ନେଇ ବିବାଦ

୧୯୭୫ ମସିହାରେ ରଙ୍ଗବତୀ ଗୀତ ଅଲ ଇଣ୍ଡିଆ ରେଡିଓରେ ପ୍ରଥମେ ପ୍ରସାରିତ ହୋଇଥିଲା। ଗୀତଟି ଗାଇଥିଲେ ସମ୍ବଲପୁରୀ ଗାୟକ ଜିତେନ୍ଦ୍ରିୟ ହରିପାଳ। ଦୀର୍ଘ ୪୦ ବର୍ଷ ଧରି ରଙ୍ଗବତୀର ତାଳରେ ଖାଲି ସମ୍ବଲପୁର ବା ପଶ୍ଚିମ ଓଡିଶା ନୁହଁ ସାରା ଓଡିଶା ନାଚିଛି।

ରଙ୍ଗବତୀର ଗାୟକ ଜିତେନ୍ଦ୍ରିୟ, କ୍ରୀଷ୍ଣାଙ୍କୁ ଡକ୍ଟରେଟ ସମ୍ମାନ

ଜିତେନ୍ଦ୍ରିୟ ଓ କ୍ରୀଷ୍ଣା ଗାଇଥିବା ଏହି ସମ୍ବଲପୁରୀ ଲୋକଗୀତ ୧୯୭୫ ମସିହାରେ ପ୍ରଥମେ ଆକାଶବାଣୀ ରେ ପ୍ରଚାରିତ ହୋଇଥିଲା। ପରବର୍ତୀ ସମୟରେ ଦେଶ ବିଦେଶର ଅନେକ ରେଡିଓ ଷ୍ଟେସନ ଏହାକୁ ପ୍ରସାରଣ କରିଥିଲେ ଓ ଏହି ଗୀତ ସାରା ବିଶ୍ଵରେ ଲୋକପ୍ରିୟ ହୋଇଥିଲା ।

This website uses cookies.