Tag: ରଥଯାତ୍ରା

ଆମେରିକାର ମଧ୍ୟ ଇଣ୍ଡିଆନାରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ପାଳନ

ଆମେରିକାର ମଧ୍ୟ ଇଣ୍ଡିଆନାଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ଜୁଲାଇ ୧୪ ତାରିଖରେ ପାଳିତ ହୋଇଯାଇଛି…

ଆମେରିକାର ମଧ୍ୟ ଇଣ୍ଡିଆନାଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ଜୁଲାଇ ୧୪ ତାରିଖରେ ପାଳିତ ହୋଇଯାଇଛି । ଚଳିତ ବର୍ଷକୁ ମିଶାଇ ଆମେରିକାର ଜଗନ୍ନାଥ ଆସୋସିଏସନ ଅଫ ଇଣ୍ଡିଆନା (ଜୟ ) ଆନୁକୁଲ୍ୟରେ ଇଣ୍ଡିଆନାରେ ବସବାସ କରୁଥିବା ଓଡ଼ିଆ ପରିବାରମାନଙ୍କ ଦ୍ଵାରା ଏହା ହେଉଛି ଚତୁର୍ଥ ରଥ ଯାତ୍ରାର ଆୟୋଜନ ।…

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

କେଦାର ମିଶ୍ର ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି ।…

କେଦାର ମିଶ୍ର ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି। ଅର୍ଥନୈତିକ ଭାବରେ ଏହା ସାମନ୍ତବାଦ କବଳିତ ଓଡିଶାର ସବୁଠୁ ଅଧିକ…

ରଥଯାତ୍ରା ସମ୍ପର୍କରେ କେତୋଟି ଅନାଲୋଚିତ ତଥ୍ୟ

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ…

ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବ ପ୍ରବଣତାର ଏକ ଦୀର୍ଘକାଲୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ ରହିଛି।

ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିର୍ଦ୍ଦେଶ

ଯାତ୍ରୀମାନଙ୍କୁ ନବକଳେବର ଓ ଟ୍ରାଫିକ ସୂଚନା ପ୍ରଦାନ କରିବା ପାଇଁ ପୁରୀରେ ୨୦ଟି ବଡ ଏଲଇଡ଼ି ଟିଭି ସ୍କ୍ରିନର ବ୍ୟବସ୍ଥା…

ଯାତ୍ରୀମାନଙ୍କୁ ନବକଳେବର ଓ ଟ୍ରାଫିକ ସୂଚନା ପ୍ରଦାନ କରିବା ପାଇଁ ପୁରୀରେ ୨୦ଟି ବଡ ଏଲଇଡ଼ି ଟିଭି ସ୍କ୍ରିନର ବ୍ୟବସ୍ଥା କରାଯିବ। ସେହିପରି ସହରର ୨୭ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବାବେଳେ ଏହି ବିଷୟରେ ଯାତ୍ରୀଙ୍କୁ ଅଧିକ ସଚେତନ କରିବା ପାଇଁ ବୁକଲେଟ ବଣ୍ଟାଯିବ ।

ନବକଳେବର ଓ ଶଙ୍କରାଚାର୍ଯ୍ୟ ବିବାଦ

ଶ୍ରୀ ଜୀଉମାନଙ୍କର ଦାରୁ ଚିହ୍ନଟ ହେବା ପରେ ରାଜ୍ୟର ଜନସାଧାରଣଙ୍କ ମନରେ ଯେଭଳି ପ୍ରବଳ ଉତ୍କଣ୍ଠା ଦେଖାଦେଇଛି ଏବଂ ସେମାନେ…

ଶ୍ରୀ ଜୀଉମାନଙ୍କର ଦାରୁ ଚିହ୍ନଟ ହେବା ପରେ ରାଜ୍ୟର ଜନସାଧାରଣଙ୍କ ମନରେ ଯେଭଳି ପ୍ରବଳ ଉତ୍କଣ୍ଠା ଦେଖାଦେଇଛି ଏବଂ ସେମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଦଇତାପତି ଓ ବିଭିନ୍ନ ବର୍ଗର ସେବାୟତମାନଙ୍କୁ ଯେଭଳି ସମ୍ବର୍ଦ୍ଧନା ଓ ସମ୍ମାନ ଜଣାଉଛନ୍ତି ତାହାର ପ୍ରତିବଦଳରେ ସେମାନେ ଭକ୍ତମାନଙ୍କୁ ଅନୁରୂପ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଏକାନ୍ତ ଆବଶ୍ୟକ ।

This website uses cookies.