Tag: ରଥ ଯାତ୍ରା

ବାହାରିନରେ ଓଡିଆ ସମାଜ ଦ୍ୱାରା ରଥ ଯାତ୍ରାର ଆୟୋଜନ

ବାହାରିନ (ଓଡିଶା ଡଟ କମ) ବାହାରିନରେ ରହୁଥିବା ପ୍ରବାସୀ ଓଡିଆ ପରିବାର ଇସ୍କନ ସହ ମିଶି ବାହାରିନରେ ଆସନ୍ତା ଜୁଲାଇ…

ବାହାରିନ (ଓଡିଶା ଡଟ କମ) ବାହାରିନରେ ରହୁଥିବା ପ୍ରବାସୀ ଓଡିଆ ପରିବାର ଇସ୍କନ ସହ ମିଶି ବାହାରିନରେ ଆସନ୍ତା ଜୁଲାଇ ୧୪ରୁ ଚାରି ଦିନ ବ୍ୟାପୀ ଆୟୋଜନ କରୁଛନ୍ତି ରଥ ଯାତ୍ରା । ବାହାରିନ ଓଡିଆ ସମାଜର ମହେଶ ପ୍ରସାଦ ଦାଶ ଓଡିଶା ଡଟ କମକୁ ଏହା ଜଣାଇ ଛନ୍ତି। ଓଡିଶା ଡଟ କମ

ଜାପାନରେ ଧୁମଧାମରେ ପାଳିତ ହେଲା ରଥଯାତ୍ରା

ଏହି ଉପଲକ୍ଷେ ଜାପାନରେ ଥିବା ଭାରତୀୟ ଦୂତାବାସ ର ଡେପୁଟି ଚିଫ କମିଶନ ସଞ୍ଜୟ ପଣ୍ଡା ସ୍ଵତନ୍ତ୍ର ଅତିଥି ଭାବେ…

ଏହି ଉପଲକ୍ଷେ ଜାପାନରେ ଥିବା ଭାରତୀୟ ଦୂତାବାସ ର ଡେପୁଟି ଚିଫ କମିଶନ ସଞ୍ଜୟ ପଣ୍ଡା ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ରଥରେ ଛେରା ପହରା କରିଥିଲେ ।

This website uses cookies.