ଓଡିଶା ନ୍ୟୁଜ/ Odisha News

Tag Archives: ରାଉରକେଲା

ଅର୍ଥ-ବ୍ୟବସାୟପର୍ଯଟନ

ସ୍ମାର୍ଟ ସିଟି ଭାବେ ବିକଶିତ ହେବ ଭୁବନେଶ୍ଵର, ରାଉରକେଲା

ମନୋନୀତ ସହର ମାନଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ୪୮ହଜାର କୋଟି ଟଙ୍କା ଖର୍ଚ କରିବେ ପ୍ରତ୍ୟେକ ସହରର ବିକାଶ ପାଇଁ ବାର୍ଷିକ ୧୦୦କୋଟି ହିସାବରେ ୫ବର୍ଷରେ ୫୦୦କୋଟି ଟଙ୍କା ସରକାର ଦେବେ ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ତିନିମାସ ପରେ ଆଧୁନିକ ମେଟାଲିକସରେ ପୁଣି କାର୍ଯ୍ୟ ଆରମ୍ଭ

ବାର୍ଷିକ ୦.୪୫ ମିଲିୟନ ଟନ ଉତ୍ପାଦନ କ୍ଷମତା ସମ୍ପନ୍ନ ଏହି କାରଖାନା ପରିଚାଳନାଗତ ଅବ୍ୟବସ୍ଥା, କଞ୍ଚାମାଲର ଅଭାବ ଓ ଅନ୍ୟାନ ସମସ୍ୟା ଯୋଗୁଁ ଫେବୃଆରୀ ୧୩ରୁ ବନ୍ଦ ଥିଲା । ଶ୍ରମିକ ଓ କର୍ମଚାରୀମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରି କାରଖାନା ପୁନଃ ଚାଲୁ କରିବା ପାଇଁ ବାରମ୍ବାର ଆନ୍ଦୋଳନ କରିଥିଲେ ।

ବିସ୍ତୃତ
ରାଜନୀତି

ରାଉରକେଲାରେ ପିତାଙ୍କୁ ମନେ ପକେଇଲେ ନବୀନ

ରାଉରକେଲାକୁ ଏକ ନଲେଜ ଓ ଟେକନୋଲୋଜି ସହର ଭାବେ ଗଢି ତୋଳିବା ପାଇଁ ବିଜୁବାବୁଙ୍କର ଝୁଙ୍କ୍ ଥିଲା ଏବଂ ଏଥିପାଇଁ ସେ ବହୁତ ପରିଶ୍ରମ କରିଥିଲେ । ରାଉରକେଲା ଜରିଆରେ ସେ ଏକ ଶିଳ୍ପାଞ୍ଚଳ ଓ ଜ୍ଞାନ ବିପ୍ଲବ ଆଣିବାପାଇଁ ଉଦ୍ୟମ କରିଯାଇଛନ୍ତି, ପଟନାୟକ ନିଜ ଅଭିଭାଷଣରେ କହିଥିଲେ ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ମୋଦୀଙ୍କ ରାଉରକେଲା ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି

ମୋଦୀ 36,000 କୋଟି ଟଙ୍କ। ବ୍ୟୟରେ କରାଯାଇଥିବା ରାଉରକେଲା ଷ୍ଟିଲ ପ୍ଳାଣ୍ଟର ଆଧୁନିକିକରଣ ଓ ବିସ୍ତାର କରାଯାଇଥିବା ଇଉନିଟର ଲୋକାର୍ପଣ କରିବା ସହ ସ୍ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଭିଜନ- 2025 ମଧ୍ୟ ଉନ୍ମୋଚନ କରିବାର କାର୍ଯକ୍ରମ ରହିଛି ।

ବିସ୍ତୃତ
ଅର୍ଥ-ବ୍ୟବସାୟମୁଖ୍ୟ ଖବର

କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀଙ୍କ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ

ଅତିଥି ମାନଙ୍କୁ ବିମାନ ବନ୍ଦର ଠାରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀ ଜୁଏଲ ଓରାମ, ରାଉରକେଲା ବିଧାୟକ ଦିଲୀପ ରାୟ, ଆରଏସପିର ସିଇଓ, ଜି ଏସ ପ୍ରସାଦ, ସୁନ୍ଦରଗଡ ଜିଲ୍ଲାପାଳ, ବି ଏସ ପୂନିୟା, ରାଉରକେଲା ଏସପି, ଅନିରୁଦ୍ଧ ସିଂହ, ଆରଏସପିର ନିର୍ବାହୀ ନିର୍ଦ୍ଦେଶକଗଣ ତଥା ଆରଏସପି ଓ ସିଆଇଏସଏଫର ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ବିସ୍ତୃତ