Tag: ରାଉରକେଲା

ଦ୍ୱିତୀୟ ଦିନରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ

ଦାବି ପୁରଣ ହେଲା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ବହ୍ମପୁର ସର୍କଲ କମିଟି ସଭାପତି ତଥା ବ୍ରହ୍ମପୁର ମଣ୍ଡଳ…

ଦାବି ପୁରଣ ହେଲା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ବହ୍ମପୁର ସର୍କଲ କମିଟି ସଭାପତି ତଥା ବ୍ରହ୍ମପୁର ମଣ୍ଡଳ କାରାଗାରର ଜେଲର ସୁଶାନ୍ତ କୁମାର ରାଉତ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଆଜିର ଘଟଣା ନେଇ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରିବା ସହ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରନ୍ତୁ ।

ଭୁବନେଶ୍ୱର– ଝାରସୁଗୁଡାରୁ ବିମାନସେବା ଆରମ୍ଭ

ଫେରନ୍ତା ଯାତ୍ରାରେ ରାଉରକେଲାରୁ ଅପରାହ୍ନ ୩ଟା ୫୦ରୁ ବାହାରି ଝାରସୁଗଡାରେ ୪ଟା ୧୦ ମିନିଟ୍ ରେ ପହଞ୍ଚିବ । ଅପରାହ୍ନ…

ଫେରନ୍ତା ଯାତ୍ରାରେ ରାଉରକେଲାରୁ ଅପରାହ୍ନ ୩ଟା ୫୦ରୁ ବାହାରି ଝାରସୁଗଡାରେ ୪ଟା ୧୦ ମିନିଟ୍ ରେ ପହଞ୍ଚିବ । ଅପରାହ୍ନ ୪ଟା ୩୦ରୁ ଝାରସୁଗଡାରୁ ବାହାରି ୫ଟା ୩୦ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିବ ।

ରାଉରକେଲା:ଖଣିମାଲିକ ଘରେ ସିବିଆଇ ଚଢଉ

ରାଜ୍ୟର ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଆଲୁୱାଲିଆଙ୍କ ଖଣି ସଂକ୍ରାନ୍ତୀୟ ବ୍ୟବସାୟ ରହିଛି ।

ରାଜ୍ୟର ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲ୍ଲାରେ ଆଲୁୱାଲିଆଙ୍କ ଖଣି ସଂକ୍ରାନ୍ତୀୟ ବ୍ୟବସାୟ ରହିଛି ।

ଗ୍ରାମବାସୀଙ୍କ ଆକ୍ରମଣରେ ଏଏସ୍ଆଇଙ୍କ ସମେତ ଚାରି ପୋଲିସ ଆହତ

ରାତି ପ୍ରାୟ ଆଠଟା ବେଳେ ପୋଲିସ ଦଳ ଉକ୍ତ ଗ୍ରାମରେ ପହଂଚି ସଂପୃକ୍ତ ୱାରେଣ୍ଟିକୁ ଗିରଫ କରି ଆଣୁଥିବା ବେଳେ…

ରାତି ପ୍ରାୟ ଆଠଟା ବେଳେ ପୋଲିସ ଦଳ ଉକ୍ତ ଗ୍ରାମରେ ପହଂଚି ସଂପୃକ୍ତ ୱାରେଣ୍ଟିକୁ ଗିରଫ କରି ଆଣୁଥିବା ବେଳେ ପ୍ରାୟ ୧୦ରୁ ୧୨ ଜଣ ଗ୍ରାମବାସୀ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ତାକୁ ଛଡ଼ାଇ ନେଇଥିଲେ ।

ରାଉରକେଲା: ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା

ପୋଷ୍ଟରରେ‘ସଂଗଠନ ବିରୋଧି କାମକଲେ ମୃତ୍ୟୁଦଣ୍ଡ, ମୁନାଫାଖୋର ଜମି ଲାଲ ହୁସିଆର’ଲେଖା ରହିଛି ।

ପୋଷ୍ଟରରେ‘ସଂଗଠନ ବିରୋଧି କାମକଲେ ମୃତ୍ୟୁଦଣ୍ଡ, ମୁନାଫାଖୋର ଜମି ଲାଲ ହୁସିଆର’ଲେଖା ରହିଛି ।

ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ,କ୍ୟାମ୍ପ ଧ୍ୱଂସ

କ୍ୟାମ୍ପରୁ ବିପୁଳ ପରିମାଣର ମାରଣାସ୍ତ୍ର, ମାଓବାଦୀ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

କ୍ୟାମ୍ପରୁ ବିପୁଳ ପରିମାଣର ମାରଣାସ୍ତ୍ର, ମାଓବାଦୀ ବ୍ୟବହାର କରୁଥିବା ବିଭିନ୍ନ ଜିନିଷ ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

This website uses cookies.