Tag Archives: ରାଜ୍ୟସରକାର

ରାଜନୀତି

ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରଲୋକ

୩ ଜାନୁଆରୀ ୧୯୨୭ରେ ପୁରୀ ଜିଲ୍ଲାର ରାମେଶ୍ଵରଠାରେ ଜନ୍ମଗହଣ କରିଥିବା ପଟ୍ଟନାୟକ ପାଞ୍ଚଥର ବିଧାନସଭା ଓ ଦୁଇଥର ଲୋକସଭାକୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରତିନିଧି ଭାବେ ନିର୍ବାଚିତ ହୋଇଥିବା ସହ ଆସାମର ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଆଦି ବିଭିନ୍ନ ପଦ ପଦବିରେ କାର୍ଯ୍ୟ କରିଥିଲେ।

ବିସ୍ତୃତ
ମୁଖ୍ୟ ଖବର

ଆର୍ଥିକ ସଙ୍କଟ ବରଗଡ଼ ଚିନି କାରଖାନା ପ୍ରଗତିରେ ବାଧକ

ଏଣୁ ରାଜ୍ୟ ସରକାର କାରଖାନାକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ କାରଖାନା ଚାଲିବାର ଗ୍ୟାରେଣ୍ଟି ଦେଲେ ଆଖୁଚାଷୀ ସଂଘ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି ବୋଲି ସଂଘର ସଭାପତି ମନୋରଞ୍ଜନ ସାହୁ ପ୍ରକାଶ କରିଥିଲେ ।

ବିସ୍ତୃତ
ମୁଖ୍ୟ ଖବର

ଏମ୍ସ ଭୁବନେଶ୍ୱର ଶାଖାରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଆଜି ସୁଦ୍ଧା ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଛନ୍ତି । ଏହି ପ୍ରତିଷ୍ଠାନ ପାଇଁ ପୂର୍ବରୁ ନିର୍ଦ୍ଦେଶକ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇ ସାରିଛନ୍ତି ।

ବିସ୍ତୃତ