Tag: ରାଜ୍ୟ ସରକାର

ବାତିଲ୍ କୋଲ୍ ବ୍ଲକ୍ ଆଉ ମିଳିବ ନାହିଁ

ରାଜ୍ୟର ରାଷ୍ଟ୍ରାୟତ ସଂସ୍ଥାଗୁଡ଼ିକର କାର୍ଯ୍ୟ ସନ୍ତୋଷଜନକ ହୋଇନଥିଲେ ସେମାନଙ୍କୁ ପୁନଃ ବ୍ଲକ ଆବଣ୍ଟନ ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

ଶାହା କମିଶନଙ୍କ ଗସ୍ତ ବିଳମ୍ବ ହୋଇପାରେ

କମିଶନ ଗସ୍ତ କାଳରେ ଉଭୟ ରାଜ୍ୟ ସରକାର ଓ ଖଣି ମାଲିକଙ୍କ ପକ୍ଷ ଶୁଣିବେ

ଶାହା କମିଶନଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଇତିମଧ୍ୟରେ କମିଶନ ତଥା ତାଙ୍କର ସଦସ୍ୟମାନେ ତିନିଥର ଓଡ଼ିଶା ଆସି ଦୁର୍ନୀତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ଥର ଗସ୍ତରେ ନିଜେ ଜଷ୍ଟିସ ଶାହା ଆସିଥିଲେ ମଧ୍ୟ ପରବର୍ତୀ ସମୟରେ ଆସିନଥିଲେ । ଗତ ନଭେମ୍ବର ମାସରେ ୟୁ.ବି ସିଂହଙ୍କ ନେତୃତ୍ୱରେ ଏକ ଦଳ ଆସି ଖଣି ଦୁର୍ନୀତିର ସରଜମିନ ତଦନ୍ତ କରିଥିଲେ ।

କାଲିଠାରୁ ଓଡିଶାରେ ବିଶ୍ୱକପ୍ ଲଢେଇ

କମ୍ ଦିନରେ ଏତେ ସଂଖ୍ୟକ ମ୍ୟାଚ ଆୟୋଜନର କଷ୍ଟକର ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହା ସୁରୁଖୁରୁରେ ସରିବ ବୋଲି ଓସିଏ ସଂପାଦକ ଆଶୀର୍ବଦ ବେହେରା ଆଶା ରଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନୀ ଚାଲ-ବିରୋଧୀ

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦେ୍ଧଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି ।

ସହକାରୀ ମତ୍ସ୍ୟ ଅଧିକାରୀ ଚାକିରିରୁ ବହିଷ୍କୃତ

ପଣ୍ଡାଙ୍କ ବିରୋଧରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଅଭିଯୋଗ ଫର୍ଦ ଦାଖଲ କରିଥିଲେ । ଉକ୍ତ ମାମଲାର ବିଚାର କରି ୨୦୧୨ ନଭେମ୍ବର ୨୪ତାରିଖ ଭିଜିଲାନ୍ସ କୋର୍ଟ ଶ୍ରୀ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।

This website uses cookies.