Tag Archives: ରାଜ୍ୟ

ମନୋରଞ୍ଜନ

ରଘୁନାଥ ପାଣିଗ୍ରାହୀ ; ଗାୟନ ଓ ଜୀବନ କୁ ନେଇ କେତୋଟି କଥା

ଓଡିଶୀ ଗାୟନ ପରମ୍ପରାରେ ସେ ଥିଲେ ସର୍ବଶ୍ରେଷ୍ଠ ଓ ସର୍ବମାନ୍ୟ। ୧୯୮୨ ରେ ଫ୍ରାନ୍ସ୍ ସରକାର ତାଂକୁ ଗ୍ରାଂ ପ୍ରିକସ୍ ପୁରସ୍କାର ଦେବାର ପ୍ରାୟ ପଚିଶ ବର୍ଷ ପରେ ଭାରତ ସରକାର ତାଂକୁ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ , ଅଥଚ ସେ ଥିଲେ ସବୁ ସମ୍ମାନର ବହୁ ଉପରେ।

ବିସ୍ତୃତ
ରାଜନୀତି

ରାଜ୍ୟରେ ସର୍ବନିମ୍ନ ମଜୁରି ଦୁଇଶହ ଟଙ୍କାକୁ ବୃଦ୍ଧି

ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୨୨୦ ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୨୪୦ ଟଙ୍କାକୁ ଓ ଉଚ୍ଚ ଦକ୍ଷତା ସମ୍ପନ୍ନ କୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ବିସ୍ତୃତ
ବିଶେଷ ଖବରରାଜନୀତି

କେନ୍ଦ୍ରୀୟ ଯୋଜନାରେ ଆସୁଥିବା ଅର୍ଥକୁ ନେଇ ଅନିଶ୍ଚିତତା

ଏହି ଯୋଜନାରେ ନଳକୂପ ମରାମତି, ନୂଆ ନଳ କୂପ ଖନନ, ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଣ ଆଦିର ବ୍ୟବସ୍ଥା କରିଥାନ୍ତି । ଚଳିତ ବର୍ଷ ପ୍ରାୟ ୩୩,୦୦୦ ନଳ କୂପ ମରାମତି ଆଦିକାମ ଜାରି ରହିଥିବା ବେଳେ ଯଦି କେନ୍ଦ୍ରସରକାର ସମ୍ପୂର୍ଣ ଅନୁଦାନ ପ୍ରଦାନ ନ କରନ୍ତି ରାଜ୍ୟକୁ ନିଜ ଯୋଜନା ଅର୍ଥରୁ ଖର୍ଛ କରିବାକୁ ପଡିବ ।

ବିସ୍ତୃତ