Tag Archives: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ରାଜନୀତି

ଅନୁଗୁଳରେ ଆରଏସ୍ଏସ୍ ର ୨୧ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ

ଓଡିଶାରୁ ପ୍ରଥମ ବର୍ଷରେ ୨୧୧ ଜଣ ଓ ପ୍ରଥମ ବର୍ଷ ବିଶେଷରେ ୩୩ ଜଣ ଶିକ୍ଷାର୍ଥି ଭାଗ ନେଇଛନ୍ତି । ଏମାନଙ୍କୁ ୩୦ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ସେହିପରି ଓଡିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର, ସିକିମ୍ ରେ ୧୬୯ ଜଣ ଶିକ୍ଷାର୍ଥି ଓ ୨୫ ଜଣ ଶିକ୍ଷକଙ୍କୁ ନେଇ ଅନୁଷ୍ଠିତ ହେଉଅଛି ଦ୍ୱିତୀୟ ବର୍ଷ ସଂଘଶିକ୍ଷା ବର୍ଗ । ଏହି ତିନୋଟି ସଂଘ ଶିକ୍ଷାବର୍ଗର ପରିଚାଳନା ପାଇଁ ୬୦ ଜଣ ପ୍ରବନ୍ଧକ କାର୍ଯ୍ୟରେ ଲାଗିଛନ୍ତି ।

ବିସ୍ତୃତ
ସଭା ସମିତି

ଭୂମିକମ୍ପ ପୀଡିତଙ୍କ ସାହାଯ୍ୟ ପାଇଁ ଆରଏସ୍ଏସ୍ ର ନିବେଦନ

ଯେଉଁ ସହୃଦୟ ବ୍ୟକ୍ତିମାନେ ଆର୍ଥିକ ସହାୟତା କରିବାକୁ ଚାହୁଁଛନ୍ତି, ସେମାନେ ଭୁବନେଶ୍ୱରର ଚକେଇସିଆଣିଠାରେ ଥିବା ଉତ୍କଳ ବିପନ୍ନ ସହାୟତା ସମିତି କାର୍ଯ୍ୟଳୟରେ ସହାୟତା ରାଶୀ ଜମା କରି ପାରିବେ ବା ଏହାର ନିମ୍ନ ଲିଖିତ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଜମା କରିପାରିବେ ।

ବିସ୍ତୃତ
ଓଡିଶା ଖବରରାଜନୀତି

ଅନୁପ୍ରବେଶକାରୀଙ୍କୁ ରୋକାଯାଉନଥିବାରୁ ଭାଗବତଙ୍କ ଉଦ୍ବେଗ

ଆମର ସୀମା ସୁରକ୍ଷିତ ନୁହେଁ । ଆମ ଦେଶରେ ଅନୁପ୍ରବେଶ ସମସ୍ୟା ବଢିବଢି ଚାଲିଛି । ସେମାନଙ୍କୁ ଚିହ୍ନଟ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ ।

ବିସ୍ତୃତ
ଓଡିଶା ଖବର

ସାମୁହିକ ସୂର୍ଯ୍ୟନମସ୍କାରରେ ଭାଗନେବେ ଏକ ହଜାର ସ୍ୱୟଂସେବକ

ସଂଘ ପ୍ରତିକ୍ରୀୟା ପଦର୍ଶନ କରୁଥିବା ସଂଗଠନ ନୁହେଁ । ଆମେ ସୁଚିତିନ୍ତ ମାନବବାଦ ନିର୍ମାଣ ଦିଗରେ ଦୀର୍ଘ ୮୮ବର୍ଷଧରି କାର୍ଯ୍ୟରତ । ବହୁ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ଆମେ ଆମ ଧ୍ୟେୟରୁ ବିଚ୍ୟୁତ ହୋଇନାହୁଁ ବୋଲି ଡା.ଭାଗବତ ମତବ୍ୟକ୍ତ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ଅଖିଳ ଭାରତୀୟ ଅଧିବେଶନରେ ଓଡିଶାରୁ ୯୦ ଜଣ

“ଭାରତୀୟ ଜାତୀୟତା -ଅତୀତରୁ ବତ ର୍ମାନ” ଶୀର୍ଷକ ଆଲୋଚନା ଚକ୍ରରେ ପ୍ରାୟ ୪୧୬ଟି ଉଚ୍ଚ କୋଟିର ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରାଯାଇଥିଲା । ସେଥିମଧ୍ୟରୁ ଓଡିଶାରୁ ୨୫ଟି ନିବନ୍ଧ ପାଠ କରାଯାଇଥିଲା ।

ବିସ୍ତୃତ
ଓଡିଶା ଖବର

ଆରଏସ୍ଏସ୍ ତରଫରୁ ବିଜୟା ଦଶମୀ ଉତ୍ସବ

ଏହି ଅବସରରେ ଏକ ଭବ୍ୟ ପଥ ସଂଚଳନ ସ୍ଥାନୀୟ ୟୁନିଟ ୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ବାହାରି ଡେଲଟାଛକ, ଶ୍ରୀରାମ ମନ୍ଦିର, ଗୋପବନ୍ଧୁ ସ୍କୋୟାର,ରଜାଭବନ ପଛ, ହନୁମାନ ମନ୍ଦିର, ବାହାଇଛକ ଦେଇ ସମଗ୍ର ୟୁନିଟ ୮ ଅଞ୍ଚଳ ପରିକ୍ରମା କରିଥିଲା ।

ବିସ୍ତୃତ