ଓଡିଶା ନ୍ୟୁଜ/ Odisha News

Tag Archives: ରେଳରୋକ

ଓଡିଶା ଖବର

ଟ୍ରେନ ରହଣି ଦାବିରେ ଥେରୁବାଲିରେ ରେଳରୋକ

ଏହି ରେଳରୋକ ଯୋଗୁଁ ରାୟଗଡାଠାରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ,ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ଟ୍ରେନ,ହୀରାଖଣ୍ଡ ଭବାନୀପାଟଣା-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଅଟକି ରହିଥିବାବେଳେ ପାର୍ବତୀପୁର ଷ୍ଟେସନରେ ସମତା ଏକ୍ସପ୍ରେସ,ଚେନ୍ନାଇ-ଆସନପୁର ସାପ୍ତାହିକ ଏକ୍ସପ୍ରେସ ଅଟକି ରହିଥିଲା ।

ବିସ୍ତୃତ
ଅର୍ଥ-ବ୍ୟବସାୟଓଡିଶା ଖବରମୁଖ୍ୟ ଖବର

ଟ୍ରେନ ରହଣୀ ଦାବି ନେଇ ବରଗଡ଼ରେ ୨୬ ଅଗଷ୍ଟରୁ ରେଳରୋକ

ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସହରର ସମସ୍ତ କ୍ଳବ ଓ ରାଜନୈତିକ ଳ ଗୁଡ଼ିକୁ ବରଗଡ଼ ରେଲୱେ ୟୁଜର୍ସ ଏସୋସିଏସନ ପକ୍ଷରୁ ନିବେଦନ କରାଯାଇଛି ।

ବିସ୍ତୃତ