Tag Archives: (ରୋକ୍ ଠୋକ୍)ପୋଲିସ ଆଇନ

ରାଜନୀତିରୋକ ଠୋକ

ପୋଲିସ ଆଇନରେ ପରିବର୍ତ୍ତନ କାହିଁକି ଓ କାହା ପାଇଁ (ରୋକ୍ ଠୋକ୍)

ଚଳିତ ବିଧାନସଭା ଅଧିବେଶନରେ ଓଡ଼ିଶା ପୋଲିସ୍‍ ବିଧେୟକ -୨୦୧୫ ଗୃହୀତ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ବିଧାନସଭାର ପରିସ୍ଥିତି ଯାହା ସେଥିରେ ପୋଲିସ୍‍ ଆଇନ୍‍ ଭଳି ଏକ ସମ୍ବେଦନଶୀଳ ବିଧେୟକର ସଠିକ୍‍ ଆଲୋଚନା ହୋଇପାରିବ, ଏ ବିଶ୍ୱାସ ନାହିଁ ।

ବିସ୍ତୃତ