Tag Archives: ଲଳିତକଳା ଏକାଡେମୀ

ମନୋରଞ୍ଜନ

ବାଦ-ବିବାଦପରେ ସାତ ବର୍ଷର ଧର୍ମପଦ ପୁରସ୍କାର ଘୋଷଣା

ଶିଳ୍ପୀମାନଙ୍କୁ ଦିଆଯାଉଥିବା ରାଜ୍ୟର ଏହି ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ ପାଇଁ ମନୋନୟନ ପ୍ରକ୍ରିୟାକୁ ନେଇ ୨୦୦୯ ରେ ବିବାଦ ସୃଷ୍ଟି ହୋଇଥିଲା । ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀ ଠିକ ଭାବେ ପାଳନ କରି ନ ଥିବା ବିଭିନ୍ନ ଶିଳ୍ପୀ ଅଭିଯୋଗ କରିବା ପରେ ସରକାର ଏହାର ତଦନ୍ତ ଆଦେଶ ଦେଇଥିଲେ ।

ବିସ୍ତୃତ
ମନୋରଞ୍ଜନ

ଧର୍ମପଦ ପୁରସ୍କାର ଚୟନ ବିବାଦର ତଦନ୍ତ ନିଷ୍ପତ୍ତି

ରାଜ୍ୟର ଏହି ସର୍ବୋଚ୍ଚ ସମ୍ମାନକୁ ଖାମଖିଆଲି ଭାବେ କୌଣସି ନିୟମାବଳୀକୁ ଅନୁସରଣ କରାନଯାଇ ନିଜ ମନୋନୀତ ବ୍ୟକ୍ତିମାନଙ୍କୁ ଧର୍ମପଦ ପୁରସ୍କାର ପାଇଁ ଚୂଡାନ୍ତ କରାଯିବା ଏହି ସମ୍ମାନରେ ଗଭୀର ଆଞ୍ଚ ଆଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ବିସ୍ତୃତ