Tag Archives: ଶଲାବୁଢ଼ା

ମନୋରଞ୍ଜନରୋକ ଠୋକ

‘ଆଦିମ ବିଚାର’ର ବିଚାର

ଓଡିଆ କାହାଣୀ, ଚରିତ୍ର, ଓଡିଆ ଜନଜୀବନର ସଂଘର୍ଷ ଓ ଘଟଣାକୁ ନେଇ ସିନେମା କରିବା ଉତ୍ସାହ ବା ସାହସ ସତେ ଯେମିତି ଆମର ମରି ଯାଇଛି । କା’, ମାଟିର ମଣିଷ କିମ୍ବା ସ୍କୁଲ୍‍ ମାଷ୍ଟର ଭଳି ସିନେମା କରିବା ପାଇଁ ଆଜି ଆମ ପାଖରେ ଆଗ୍ରହ ନାହିଁ । ସେହି ପୃଷ୍ଠଭୂମିରେ ସବ୍ୟସାଚୀ ମହାପାତ୍ର ଗୋଟିଏ ପରେ ଗୋଟିଏ ମୌଳିକ ଚଳଚ୍ଚିତ୍ର ନିର୍ମାଣ କରି ସିନେମାରେ ଆମ ସାଂସ୍କୃତିକ ଜୀବନକୁ ବଞ୍ଚାଇ ରଖିଛନ୍ତି ।

ବିସ୍ତୃତ
ମନୋରଞ୍ଜନ

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଆଦିମ ବିଚାର’କୁ ଜାତୀୟ ପୁରସ୍କାର

''ଆଦିମ ବିଚାର'' କୁ ଶ୍ରେଷ୍ଠ କଳାତ୍ମକ ଓଡିଆ ଫିଚର ଫିଲ୍ମ ଭାବେ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀ ମାର୍ଚ ୨୪ ତାରିଖରେ ପୁରସ୍କାର ପାଇଁ ଘୋଷଣା କରିଥିଲେ ।ଏହି ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ପୂର୍ବରୁ ବହୁ ଆନ୍ତର୍ଜାତୀୟ ସମାରୋହରେ ମଧ୍ୟ ପୁରସ୍କୃତ ହୋଇଛି ।

ବିସ୍ତୃତ