ଓଡିଶା ନ୍ୟୁଜ/ Odisha News

Tag Archives: ଶାହା କମିଶନ

ଓଡିଶା ଖବର

ଶାହା କମିଶନ ନିକଟରେ ପକ୍ଷ ରଖିଲେ ଖଣିଧାରୀ

ଶୁଣାଣିର ପ୍ରଥମ ଦିନରେ କମିଶନ ପ୍ରାୟ ୧୪ଟି ଖଣିମାଲିକଙ୍କୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଜାରି କରିଥିବା ବେଳେ ଆଗାମୀ ତିନି ଚାରି ଦିନ ଅନ୍ୟ ଶତାଧିକ କଂପାନୀକୁ ସେମାନଙ୍କର ପକ୍ଷ ରଖିବା ପାଇଁ ନୋଟିସ ଦେଇଛନ୍ତି ।

ବିସ୍ତୃତ
ଓଡିଶା ଖବରମୁଖ୍ୟ ଖବର

ଶାହା କମିଶନଙ୍କ ଗସ୍ତ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଇତିମଧ୍ୟରେ କମିଶନ ତଥା ତାଙ୍କର ସଦସ୍ୟମାନେ ତିନିଥର ଓଡ଼ିଶା ଆସି ଦୁର୍ନୀତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ଥର ଗସ୍ତରେ ନିଜେ ଜଷ୍ଟିସ ଶାହା ଆସିଥିଲେ ମଧ୍ୟ ପରବର୍ତୀ ସମୟରେ ଆସିନଥିଲେ । ଗତ ନଭେମ୍ବର ମାସରେ ୟୁ.ବି ସିଂହଙ୍କ ନେତୃତ୍ୱରେ ଏକ ଦଳ ଆସି ଖଣି ଦୁର୍ନୀତିର ସରଜମିନ ତଦନ୍ତ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ଶାହା କମିଶନଙ୍କ ତୃତୀୟ ପର୍ଯ୍ୟାୟ ତଦନ୍ତ ଶେଷ

୩୦ ତାରିଖ ସନ୍ଧ୍ୟାରେ କମିଶନଙ୍କ ୬ ଜଣ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଥିଲେ । ତଦନ୍ତକାରୀ ଦଳର ସଦସ୍ୟମାନେ ନଭେମ୍ବର ୧ ଓ ୨ ତାରିଖରେ କେନ୍ଦୁଝର ଜିଲାର କୋଇଡା ଖଣି ଅଞ୍ଛଳ ଗସ୍ତକରି ଖଣିର ସରଜମିନ ତଦନ୍ତ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ଶାହା କମିଶନଙ୍କ ଭୁବନେଶ୍ୱରରେ ଖଣି ଫାଇଲପତ୍ର ଯାଞ୍ଚ

ଭୁବନେଶ୍ୱରଠାରେ କମିଶନ ବାକିଥିବା ଖଣିର କାଗଜପତ୍ର ଯାଞ୍ଚ ସାରିବା ପରେ ଆବଶ୍ୟକ ପଡ଼ିଲେ ପୁଣି ଥରେ କ୍ଷେତ୍ର ପରିଦର୍ଶନ ପାଇଁ ଖଣି ଅଞ୍ଚଳ ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ।

ବିସ୍ତୃତ
ଓଡିଶା ଖବର

ଭୁବନେଶ୍ୱରରେ ଶାହା କମିଶନଙ୍କ ପ୍ରତିନିଧି ଦଳ

କମିଶନଙ୍କୁ ଆବଶ୍ୟକ କାଗଜପତ୍ର ଯୋଗାଇଦେବାସହ ସହାୟତା କରିବାକୁ ବିଶେଷକରି କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ।

ବିସ୍ତୃତ