ଓଡିଶା ନ୍ୟୁଜ/ Odisha News

Tag Archives: ଶିକ୍ଷକ

ଓଡିଶା ଖବର

ଡିଏଭି ସ୍କୁଲ ଫି’ ବୃଦ୍ଧି ପ୍ରତିବାଦ: ପୋଲିସ-ଅଭିଭାବକ ଧସ୍ତାଧସ୍ତି

ଏହି ଘଟଣା ଚାଲିଥିବା ବେଳେ ବାହାରେ ଉପସ୍ଥିତ କିଛି ଶିକ୍ଷକ/ଶିକ୍ଷୟିତ୍ରୀ ପୁଲିସକୁ ଫୋନ କରିଥିଲେ । ବହୁ ବିଳମ୍ବରେ ପୁଲିସ ଆସି ଉତ୍ୟକ୍ତ ଅଭିଭାବକଙ୍କୁ ରୋକିବା ପରିବର୍ତେ ନିରବଦ୍ରଷ୍ଟା ସାଜିଥିଲା ବୋଲି ଅଭିଯୋଗ ହୋଇଛି ।

ବିସ୍ତୃତ
ଓଡିଶା ଖବର

ଆଜିଠୁ ସବୁ ଡିଏଭିରେ ପାଠପଢା ବନ୍ଦ

ଏହି ବନ୍ଦ ଯୋଗୁଁ ଶିକ୍ଷକ,ଶିକ୍ଷୟତ୍ରୀମାନେ ସ୍କୁଲ ଆସିବେ ନାହିଁ । ଏହି ନିଷ୍ପତି ନେଇଛନ୍ତି ବିଭିନ୍ନ ଡିଏଭି ସ୍କୁଲର ଅଧ୍ୟକ୍ଷମାନେ । ଯାହାଫଳରେ ୪୨ଟି ଡିଏଭି ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହେବ ।

ବିସ୍ତୃତ
ଓଡିଶା ଖବର

କାମରେ ଯୋଗଦେଲେ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ, କର୍ମଚାରୀ

ଏହି ନୂତନ ବ୍ୟବସ୍ଥାକୁ ରୂପାୟନ କରିବା ପାଇଁ ଦଦୁଇ ମାସ ସମୟ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୮ବର୍ଷ ଧରି ବ୍ଲକ ଗ୍ରାଣ୍ଟ ପାଇ ଆସୁଥିବା ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ପ୍ରତ୍ୟକ୍ଷ ଅନୁଦାନ ବ୍ୟବସ୍ଥାର ପରିସରକୁ ଅଣାଯିବ ।

ବିସ୍ତୃତ