Tag: ସଂସ୍କୃତି

ରଥଯାତ୍ରା ଅବସରରେ ହିନ୍ଦୀ ଭାଷାରେ ‘ଶ୍ରୀ ଜଗନ୍ନାଥ କଥା’ ଶୀର୍ଷକ ୱେବ ସିରିଜ

ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ…

ଭୁବନେଶ୍ୱର, ୩।୭।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ୟ୍ୟଟକ ପ୍ରତିବର୍ଷ ପୁରୀ ଆସିଥା’ନ୍ତି। ତେବେ ଅନେକ ଭକ୍ତ ପୁରୀ ଆସି ନ ପାରିଲେ ବିଭିନ୍ନ ଇଲେକ୍ଟ୍ରୋନିକ ମିଡିଆ ମାଧ୍ୟମରେ ଏହି ଯାତ୍ରା ଦେଖିବାର ସୁଯୋଗ ପାଇଥା’ନ୍ତି। ତେଣୁ ଚଳିତ ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରେ ରହୁଥିବା…

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି…

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ ।

ବିଜୟ ଏକ ଉଚ୍ଛ୍ଵାସର ବାର୍ଷିକ ମହୋତ୍ସବରେ ପ୍ରବାସୀ ଓଡିଆଙ୍କୁ ସମ୍ମାନ

ପ୍ରଥମ ଥର ପାଇଁ ଟ୍ରଷ୍ଟ ସାମାଜିକ ସେବା ସମ୍ମାନ ନାମରେ ଚଳିତ ବର୍ଷ ଠାରୁ ଏକ ନୂତନ ପୁରସ୍କାର ଆରମ୍ଭ…

ପ୍ରଥମ ଥର ପାଇଁ ଟ୍ରଷ୍ଟ ସାମାଜିକ ସେବା ସମ୍ମାନ ନାମରେ ଚଳିତ ବର୍ଷ ଠାରୁ ଏକ ନୂତନ ପୁରସ୍କାର ଆରମ୍ଭ କରାଯାଇଥିବା ଟ୍ରଷ୍ଟ ତରଫରୁ ଘୋଷଣା କରା ଯାଇଥିଲା। ଏହି ପୁରସ୍କାର ପାଇଥିଲେ ମୁମ୍ବାଇର ପୂର୍ବତନ ପୁଲିସ ମହାନିର୍ଦେଶକ ଅରୂପ ପଟନାୟକ ।

ପ୍ରଥମ ଓଡିଆ ସମ୍ବାଦପତ୍ର ଉତ୍କଳ ଦୀପିକା; ଦଶଟି ପ୍ରମୁଖ କଥା

ପ୍ରଥମ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ରୂପେ ୧୧, ଅଗଷ୍ଟ ୧୮୬୬ ଦିନ ପ୍ରଥମ ସାପ୍ତାହିକ ଓଡିଆ ସମ୍ବାଦପତ୍ର “ଉତ୍କଳ ଦୀପିକା”…

ପ୍ରଥମ ପୂର୍ନାଂଗ ଓଡିଆ ସମ୍ବାଦପତ୍ର ରୂପେ ୧୧, ଅଗଷ୍ଟ ୧୮୬୬ ଦିନ ପ୍ରଥମ ସାପ୍ତାହିକ ଓଡିଆ ସମ୍ବାଦପତ୍ର “ଉତ୍କଳ ଦୀପିକା” ପ୍ରକାଶ ପାଇଥିଲା ।

ଛଅ ମଇରେ ରାଜ୍ୟସ୍ତରୀୟ ନାରଦ ସମ୍ମାନ ଉତ୍ସବ

ଯେ କୌଣସି ପ୍ରକାରର ନିୟନ୍ତ୍ରଣ,ବନ୍ଧନ ଓ ସ୍ୱାଧିନତା ହନନ ବିରୋଧରେ ଗଣମାଧ୍ୟମକୁ ସମର୍ଥନ ଯୋଗାଇବା,ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ…

ଯେ କୌଣସି ପ୍ରକାରର ନିୟନ୍ତ୍ରଣ,ବନ୍ଧନ ଓ ସ୍ୱାଧିନତା ହନନ ବିରୋଧରେ ଗଣମାଧ୍ୟମକୁ ସମର୍ଥନ ଯୋଗାଇବା,ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ ।

ଓଡ଼ିଶୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧାରେ ଛାନ୍ଦ, ଚମ୍ପୁ ଓ ଓଡ଼ିଶୀ

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର; ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ବିବେକ…

ଆଜି ସଂଧ୍ୟାର ଅତିଥି ଥିଲେ ପୂର୍ବତନ ପୋଲିସ ମହାନିଦେ୍ର୍ଧଶକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର; ପୂର୍ବତନ ପ୍ରଶାସକ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶକ ଶ୍ରୀଯୁକ୍ତ ହରିଶଙ୍କର ଉପାଧ୍ୟାୟ ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୂଖ୍ୟ ନିର୍ବାହୀ ଗୁରୁ ରାମହରି ଦାସ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତୁ୍ୟଞ୍ଜୟ ରଥ ଏବଂ ଶିବାଙ୍ଗୀ…

This website uses cookies.