Tag Archives: ସଙ୍ଗୀତ

ଜଣା ଅଜଣା

ଅବିଭକ୍ତ ଗଞ୍ଜାମର ଲୁପ୍ତପ୍ରାୟ ଭିତ୍ତି ଚିତ୍ର ସମ୍ପର୍କରେ କେତେକ ତଥ୍ୟ

ଦେଖିବାକୁ ଗଲେ, ମନ୍ଦିର କାନ୍ଥରେ ଭିତ୍ତି ଚିତ୍ରର ପରମ୍ପରା ଗଞ୍ଜାମରେ ହିଁ ଚଳିଆସିଛି । ଅଜନ୍ତା, ଏଲୋରା ଗୁମ୍ଫାରେ ଯେପରି ଦୀର୍ଘବର୍ଷରୁ ଭିତ୍ତି ଚିତ୍ର ସବୁ ରହି ଆସିଛି, ଗଞ୍ଜାମର ବିଭିନ୍ନ ମନ୍ଦିର, ବିଶେଷ କରି ମଠ ସହ ସଂଲଗ୍ନ ମନ୍ଦିରଗୁଡ଼ିକରେ ଏସବୁର ବହୁଳତା ଦେଖିବାକୁ ମିଳେ ।

ବିସ୍ତୃତ
ମନୋରଞ୍ଜନ

ଇଣ୍ଡିଆନ ଆଇଡଲ୍‌ ଘୋଷିତ ହେବା ପରେ ଅନନ୍ୟାଙ୍କ ପାଖକୁ ଶୁଭେଛାର ସୁଅ

ଏହି ସଫଳତା ପରେ ବହୁ ଅନ୍ୟ ପ୍ରଯୋଜକ ସେମାନଙ୍କ ଚଳଚ୍ଚିତ୍ର ଓ ଆଲବମରେ ତାଙ୍କୁ ପ୍ରଚ୍ଛଦପଟ ଗାୟିକାର ସୁଯୋଗ ଦେବେ ବୋଲି ଜଣାଇଛନ୍ତି । ସର୍ବ ଭାରତୀୟ ସ୍ତରରେ ଆୟୋଜିତ ରିଏଲିଟି ଶୋ’ ରେ ଚମ୍ପିୟାନ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ଝିଅ ।

ବିସ୍ତୃତ
ଓଡିଶା ଖବରପର୍ଯଟନମନୋରଞ୍ଜନ

ଓଡ଼ିଶୀ ନୃତ୍ୟ ସମ୍ଭାରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍ଘାଟିତ

ଗୁରୁ ରାମହରି ଦାସଙ୍କ ସ୍ୱର ସଂଯୋଜନା ଏବଂ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳ ସଂଯୋଜନାରେ ସଙ୍ଗୀତା ନିଜେ ନୃତ୍ୟ ସଂଯୋଜନା କରିଥିଲେ । ତାଙ୍କର ପରବର୍ତୀ କାର୍ଯ୍ୟକ୍ରମ ଥିଲା ଅଭିନୟ । କବି ବନମାଳୀଙ୍କ ରଚନାରୁ ସେ ରାଧାକୃଷ୍ଣ ମିଳନର ଏକ କାବି୍ୟକ ଏବଂ ରସୋତିୀର୍ଣ୍ଣ ପରିବେଷଣ କରିଥିଲେ ।

ବିସ୍ତୃତ