Tag Archives: ସଚିବାଳୟ

ପରିବେଶ

ସଚିବାଳୟରେ ଡାମଣା ସାପ ଅଣ୍ଡାକୁ ନେଇ ଭୟ

ଅର୍ଥ ବିଭାଗ ପଛପଟେ ଡ୍ରାଇଭର ମାନଙ୍କ ବିଶ୍ରାମ ସ୍ଥାନ ନିକଟରେ ସଫା ସୁତୁରା କାର୍ଯ୍ୟ ଚାଲିଥିବା ବେଳେ ଅଣ୍ଡାଗୁଡିକୁ ଦେଖିବାକୁ ମିଳିଥିଲା ।ଏହାପରେ କର୍ମଚାରୀମାନେ ସ୍ନେକ ହେଲପଲାଇନର ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନରେ ଯୋଗାଯୋଗ କରି ଡକାଇଥିଲେ ।ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡା ଗୁଡିକ ଉଦ୍ଧାର କରିଥିଲେ ।

ବିସ୍ତୃତ
ଓଡିଶା ଖବର

୪ହଜାର ଯୁବକ ସଂଘକୁ ୧୦ହଜାର ଟଙ୍କା ଲେଖାଏଁ ଅନୁଦାନ

ସୋମବାର ଦିନ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନିଷ୍ପତି ନିଆଯାଇଛି ।

ବିସ୍ତୃତ
ଓଡିଶା ଖବରରାଜନୀତି

ଧର୍ଷଣ,ଅସଦାଚରଣ ବନ୍ଦ ପାଇଁ ଡି.ଏସ୍.ଓ ର ଅଭିଯାନ

ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ଜି.ପି.ଓ, ମୁଖ୍ୟ ପୋଷ୍ଟ ଅଫିସ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ କରାଯିବ । ଏହି ଆନ୍ଦୋଳନରେ ସମସ୍ତ ସାହାଯ୍ୟ ସହଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସମସ୍ତ ସ୍ତରର ଛାତ୍ରଛାତ୍ରୀଙ୍କୁ ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ବିସ୍ତୃତ
ଓଡିଶା ଖବର

ମହିଳା କ୍ରିକେଟ ମହାକୁମ୍ଭ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୃତି: ଓସିଏ

ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି ଯେ,ବିଶ୍ୱକପ୍ ପାଇଁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ । ବିରୋଧିଙ୍କ ଭାବନା ପ୍ରତି ଆମର ସମ୍ମାନ ରହିଛି କିନ୍ତୁ ଏହା ପାକିସ୍ଥାନ ଇଣ୍ଡିଆ କଥା ନୁହେଁ । ଏହା ଆଇସିସି ଦଦ୍ୱାରାପରିଚାଳିତ ଆନ୍ତର୍ଜାତୀୟ ମ୍ୟାଚ । ଏଥିରୁ କୌଣସି ଟିମ୍ କୁ ବାଦ କରାଯାଇ ପାରିବ ନାହିଁ ।

ବିସ୍ତୃତ
ଓଡିଶା ଖବର

ସୁକତେଲ ପ୍ରକଳ୍ପ ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକ ଆଜି

ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବଲାଙ୍ଗିର ଜିଲାପାଳଙ୍କ ସହ ୬ଜଣିଆ ସୁକତେଲ କ୍ରିୟାନୁଷ୍ଠାନ କମିଟି ଓ ବିସ୍ତାପିତଙ୍କ ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ବିସ୍ତୃତ