ଓଡିଶା, ଇସ୍ଲାମ୍ ଓ ସମନ୍ବୟର ସଂସ୍କୃତି; ଦଶଟି ମୌଳିକ ତଥ୍ୟ
ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର ।
ଇସ୍ଲାମ୍ ଓ ହିନ୍ଦୁ ଆଧ୍ୟାତ୍ମିକ ଚେତନାର ସବୁଠୁ ବଡ ମିଳନ ମଂଚ ହେଉଛି ସତ୍ୟନାରାୟଣ ପାଲା ବା ସତ୍ୟପୀର ପାଲା। ସତ୍ୟପୀର ହେଉଛନ୍ତି ହିନ୍ଦୁଂକ ଲାଗି ସତ୍ୟନାରାୟଣ ଓ ମୁସଲମାନଂକ ଲାଗି ପୀର ।
ବିଭାଗର କାର୍ଯ୍ୟାଳୟ ମଧ୍ୟ ବିଶ୍ୱବିଦ୍ୟାଳୟ ଅଧୀନର । କୌଣସି ଅନୁସନ୍ଧାନ ନକରି ବିଶ୍ୱବିଦ୍ୟାଳୟ ତାଙ୍କ ଅବସରକାଳୀନ ଭତ୍ତାରୁ ୫୦ ହଜାର ଓ ସୁଧ ବାବଦକୁ ୮୫ ହଜାର ୫ ଶହ ଟଙ୍କା ଗତ ୨୦୦୬ ମସିହାରୁ କାଟି ରଖିଛନ୍ତି ଯେ, ଯେତେ ଚିଠି ଲେଖିଲେ ବି କେହି କିଛି ଶୁଣୁନାହାନ୍ତି ବରଂ କିଛି ମାନସିକ ନିର୍ଯ୍ୟାତନା…
କର୍ପୋରେସନ ଅଞ୍ଚଳରେ ସମସ୍ତ ମଦ ଦୋକାନକୁ ପୂର୍ବରୁ ସିଲ କରିଦିଆଯାଇଥିବା ବେଳେ, ଗତ ତିନିଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ମଦ ପିଇ ଗଣ୍ଡଗୋଳ କରିବା ବା ମଦ ବିକ୍ରି କରିବା ଅଭିଯୋଗରେ ପ୍ରାୟ ୭୦ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏପ୍ରିଲ ୨୨ ତାରିଖ ଦିନ ସମ୍ବଲପୁର ଅତିରିକ୍ତ ଦୌରା ଜଜଙ୍କ ଅଦାଲତ କୋଡିଏ ହଜାର ଟଙ୍କାରର ବେଲ ବଣ୍ଡ ଓ ଦୁଇଜଣ ଜାମିନଦାରଙ୍କ ବଦଳରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ ।
ଖୁବଶୀଘ୍ର ସରକାର ଏ ସମ୍ପର୍କୀୟ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଥିବା ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି । ଏହି ବିଜ୍ଞପ୍ତି ପ୍ରକାଶ ପାଇଲେ ରମାଦେବୀ ମହିଳା ମହାବିଦ୍ୟାଳୟ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ନାମରେ ନାମିତ ହେବ । ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହିଳା ମହାବିଦ୍ୟାଳୟ ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ରହିବେ ।
ବନ୍ଦ ଡାକରା ଯୋଗୁଁ ସହରରେ ଗାଡି ମଟର ଚଳାଚଳ ବ୍ୟାହତ ହୋଇଛି । ସ୍କୁଲ, କଲେଜ, ଦୋକାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ବିରୋଧକାରୀ ମାନେ ରେଳ ଲାଇନ ଉପରେ ବସି ରହିବାରୁ ରେଳ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା କୁହା ଯାଇଛି ।
This website uses cookies.