Tag: ସମ୍ବଲପୁର

କଟକଣା ସତ୍ଵେ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା…

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଶୋଭାଯାତ୍ରାରେ ବିଭିନ୍ନ ସ୍ଥାନରେ ଖଣ୍ଡା ପ୍ରଦର୍ଶନ କରି ଥିବା କୁହା ଯାଉଛି । ଶୋଭାଯାତ୍ରାରେ କେତେକ ସ୍ଥାନରେ ପ୍ରଦର୍ଶନକାରୀ ମାନେ ପ୍ରଶାସନ କୁ ବିରୋଧକରି ଟିଉବ ଲାଇଟ ଭାଙ୍ଗିଛନ୍ତି । କେତେକ ସ୍ଥାନରେ ଅନ୍ୟ କେତେକ ଶୋଭାଯାତ୍ରାକାରୀ ମଧ୍ୟ ଖଣ୍ଡା ପ୍ରଦର୍ଶନ କରିଛନ୍ତି ।

ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଟକଣାକୁ ନେଇ ପ୍ରଶାସନ, କର୍ମକର୍ତ୍ତା ମୁହାଁମୁହିଁ

ବିଚାର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାପାଇଁ ପ୍ରଶାସନ ତରଫରୁ ଜୟନ୍ତୀ ଆୟୋଜକଙ୍କ ସହ ଗୁରୁବାର ଏକ ବୈଠକ ଅନୁଷ୍ଠିତ…

ବିଚାର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାପାଇଁ ପ୍ରଶାସନ ତରଫରୁ ଜୟନ୍ତୀ ଆୟୋଜକଙ୍କ ସହ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ତେବେ ଦୁଇ ପକ୍ଷ ପରସ୍ପର ଜିଦରେ କାଏମ ରହିବାରୁ ଏହା ବିଫଳ ହୋଇଥିଲା ।

ସମ୍ବଲପୁର: ଅସ୍ତ୍ର ଧରି ଶୋଭାଯାତ୍ରାରେ ଭାଗନେବା ଉପରେ କଟକଣା

ଅସ୍ତ୍ରଶସ୍ତ୍ର ଧାରଣ କରି କେହି ଶୋଭାଯାତ୍ରାରେ ଭାଗନେଇ ପାରିବେ ନାହିଁ । ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା।…

ଅସ୍ତ୍ରଶସ୍ତ୍ର ଧାରଣ କରି କେହି ଶୋଭାଯାତ୍ରାରେ ଭାଗନେଇ ପାରିବେ ନାହିଁ । ଏହି କଟକଣା ତିନିମାସ ପର୍ଯ୍ୟନ୍ତ ବଳବତ୍ତର ରହିବା। ପରେ ଏହାର ଅବଧିକୁ ବଢାଯିବ, ସେ କହିଛନ୍ତି । ସମ୍ବଲପୁର ସହରରେ ଅତୀତରେ ଧାର୍ମିକ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ଧାରଣକୁ କେନ୍ଦ୍ର କରି ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା।

୧୧ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

ଭୀଷଣ ଖରା ସାଙ୍ଗ କୁ ଶୁକ୍ରବାର ସାରା ର।ଜ୍ୟ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପାଣିପାଗ ବିଭାଗ ସୁଚନା…

ଭୀଷଣ ଖରା ସାଙ୍ଗ କୁ ଶୁକ୍ରବାର ସାରା ର।ଜ୍ୟ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପାଣିପାଗ ବିଭାଗ ସୁଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଅପରାହ୍ଣରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ।

ଦୁଇଦିନିଆ ଗସ୍ତରେ ଓଡ଼ିଶା ପହଞ୍ଚିଲେ ରାହୁଲ

ସୋମବାର ରାହୁଲ ସମ୍ବଲପୁରରେ ରାତ୍ରୀଯାପନ କରି ପରଦିନ କଟକ ଆସିବେ । ସେଠାରେ ସେ ବାକି କଂଗ୍ରେସ ସାଂଗଠନିକ ସଭାପତି,…

ସୋମବାର ରାହୁଲ ସମ୍ବଲପୁରରେ ରାତ୍ରୀଯାପନ କରି ପରଦିନ କଟକ ଆସିବେ । ସେଠାରେ ସେ ବାକି କଂଗ୍ରେସ ସାଂଗଠନିକ ସଭାପତି, ଓ ବ୍ଲକ୍ କଂଗ୍ରେସ କମିଟି ର ସଭାପତିମାନଙ୍କ ସହ ଆଲୋଚନା କରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ।

ଫେବୃଆରୀ ୧୮ରେ ଓଡ଼ିଶା ଆସିବେ ରାହୁଲ

ଗତ କିଛି ମାସ ମଧ୍ୟରେ ରାଜ୍ୟରେ କଂଗ୍ରେସ ଅଧିକ ସକ୍ରିୟ ହୋଇଥିବା ବେଳେ ରାହୁଲଙ୍କର ଏହି ଗସ୍ତକୁ ଯଥେଷ୍ଟ ଗୁରୁତ୍ୱ…

ଗତ କିଛି ମାସ ମଧ୍ୟରେ ରାଜ୍ୟରେ କଂଗ୍ରେସ ଅଧିକ ସକ୍ରିୟ ହୋଇଥିବା ବେଳେ ରାହୁଲଙ୍କର ଏହି ଗସ୍ତକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି ।

This website uses cookies.