ଓଡିଶା ନ୍ୟୁଜ/ Odisha News

Tag Archives: ସରକାରୀ

ରାଜନୀତି

ଓଡ଼ିଶା ସରକାରୀ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉ

ଓଡିଶା ସରକାର ଭାରତର ଅନ୍ୟରାଜ୍ୟ ଭଳି ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ବ୍ୟବସ୍ଥା ରାଜ୍ୟଭାଷା ଓଡିଆରେ ନ କରି ଏହି କାମ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଓଡିଶାକୁ ଦେଉଥିବା ପ୍ରଚୁର ଅର୍ଥ ଇଂରାଜୀ ଭାଷାରେ ପାଠ୍ୟପୁସ୍ତକ ରଚନା କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ବିସ୍ତୃତ
ଖେଳ

୩୧ କ୍ରୀଡାବିତ ପାଇଲେ ସରକାରୀ ଚାକିରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ ଠାରେ ଗୁରୁବାର ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ଏହି କ୍ରୀଡାବିତ ମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି ମହିଳା ।

ବିସ୍ତୃତ
ରାଜନୀତି

ସରକାରୀ ଜମି ସମତୁଲ କରିବାରୁ ବିପିଏଲ ହୀତାଧିକାରୀଙ୍କୁ ଜରିମାନା

ତିନି ପୁଅ ବାହାର ରାଜ୍ୟକୁ ଗୋତି ଶ୍ରମିକ ଭାବେ ଚାଲିଯିବାପରେ ସେ ଅନ୍ୟ ଦୁଇ ପୁଅଙ୍କୁ ନେଇ ଘରବାଡିକୁ ଲାଗି ଥିବା ଖାଲଢିପ ଜମିକୁ ସମତୁଲ କରି ସେଥିରେ ପରିବା ଚାଷ କରିବା ପାଇଁ ଯୋଜନା କରିଥିଲେ, ହେଲେ ଏବେ ଏହି ଜୋରିମାନା ନୋଟିସ ତାଙ୍କୁ ଚିନ୍ତାରେ ପକାଇଛି ।

ବିସ୍ତୃତ
ସ୍ୱାସ୍ଥ୍ୟ

ମଇ ପହିଲାରୁ ସରକାରୀ ଚିକିତ୍ସାଳୟରେ ମାଗଣା ଔଷଧ

ମାଗଣା ଔଷଧର ସୁପରିଚାଳନା ପାଇଁ ପ୍ରତି ଚିକିତ୍ସାଳୟରେ ଔଷଧ ବିତରଣ କେନ୍ଦ୍ର ଖୋଲାଯିବା ସହିତ ୫୯୮ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆ ଯାଉଥିବା ସେ କହିଛନ୍ତି ।

ବିସ୍ତୃତ
ରାଜନୀତି

ସରକାରୀ କର୍ମଚାରୀଙ୍କ ପାଇଁ ଛଅ ପ୍ରତିଶତ ମହଙ୍ଗା ଭତ୍ତା ମଞ୍ଜୁର

ଏହି ନିଷ୍ପତ୍ତି ଦ୍ଵାରା ରାଜ୍ୟରେ ଚାରି ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସରକାରୀ କର୍ମଚାରୀମାନେ ୧୦୭ ମହଙ୍ଗା ଭତ୍ତା ପାଉଥିବା ବେଳେ ଏହି ବର୍ଦ୍ଧିତ ଭତ୍ତା ଦ୍ଵାରା ଭତ୍ତା ୧୧୩ ପ୍ରତିଶତ କୁ ବୃଦ୍ଧି ପାଇଛି ।

ବିସ୍ତୃତ
ଓଡିଶା ଖବର

ନୂଆପଡା ଜିଲ୍ଲା ବନ୍ଦ ଶାନ୍ତିପୂର୍ଣ୍ଣ

ଜିଲ୍ଲା କଂଗ୍ରେସ ସଭାପତି ସରୋଜ କୁମାର ସାହୁ ଏ ବନ୍ଦ ସଂପର୍କରେ ଓଡିଶା ଡଟ୍ କମ୍ କୁ କହିଛନ୍ତି ଯେ,ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ପ୍ରତି ଅବହେଳା କରି ଆସୁଛନ୍ତି । ବାରମ୍ବାର କ୍ଷତିର ସମ୍ମୁଖୀନ ହୋଇ ଚାଷୀମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି ।

ବିସ୍ତୃତ