Tag: ସରକାର

ରାଜ୍ୟରେ ବସ ରାଜ୍ୟ ବୃଦ୍ଧି, ବିଭିନ୍ନ ମହଲରେ ବିରୋଧ

ଯଦି ପେଟ୍ରୋଲ ଓ ଡିଜେଲ ଦର ଦୁଇଟଙ୍କା କମ ହୁଏ ତେବେ ସ୍ଵାଭାବିକ ଭାବେ ବସ ଭଡା କିଲୋମିଟର ପିଛା ଏକ ପଇସା ହ୍ରାସ ପାଇବ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସହ ରାଜ୍ୟରେ ସମାନ୍ତରାଳ ଭାବେ ଭଡା ବୃଦ୍ଧି ବ୍ୟବସ୍ଥା ନ ହେଲେ ଶୁକ୍ରବାର ଠାରୁ…

ବାଲେଶ୍ଵରରେ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ

ବାଲେଶ୍ଵରରେ ବର୍ତ୍ତମାନ ଅତିରିକ୍ତ ସିଭିଲ ଜଜ(ଜୁନିୟର ଡିଭିଜନ) ଙ୍କ କୋର୍ଟ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା, ଏହି କୋର୍ଟ "ଅତିରିକ୍ତ ସିଭିଲ ଜଜ(ଜୁନିୟର ଡିଭିଜନ) ତଥା ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ" ଭାବେ କାର୍ଯ୍ୟ କରିବ ।

ପୁରୀ ଟ୍ରାଫିକ ପୋଲିସ ଷ୍ଟେସନର ସୀମାକୁ ସରକାରଙ୍କ ଅନୁମୋଦନ

ଏ ସମ୍ପର୍କିତ ବିଜ୍ଞପ୍ତି ଖୁବ ଶୀଘ୍ର ଉଭୟ ଇଂଗ୍ରାଜୀ ଓ ଓଡିଆରେ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ ପୁରୀର ଟ୍ରାଫିକ ପୋଲିସ ଷ୍ଟେସନ ଗଠନ କରାଯାଇ ଏଥିପାଇଁ ୩୦ଟି ପଦବୀ ରଖାଯାଇଛି।

ଶ୍ରୀମନ୍ଦିର ପରିଚାଳନାରେ ସରକାରୀ ହସ୍ତକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

ଆଧ୍ୟାତ୍ମିକ, ସାଂସ୍କୃତିକ ଧାର୍ମିକ ଏବଂ ମୋକ୍ଷର ସଂସ୍ଥାନ ହେଉଛି ଶ୍ରୀମନ୍ଦିର । ଅମଲାତନ୍ତ୍ରର ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ସେବା ଓ ପୂଜାରେ ବାରମ୍ବାର ବ୍ୟାଘାତ ସ୍ତୃଷ୍ଟି ହେଉଥିବା ଗୋବର୍ଦ୍ଧନ ମଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି।

ଭଡା ବୃଦ୍ଧି ନ ହେଲେ ଜୁନ ପାଞ୍ଚରୁ ବସ ଧର୍ମଘଟ

ତୈଳ କମ୍ପାନୀ ମାନେ ଶୁକ୍ରବାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ତିନି ଟଙ୍କା ତେର ପଇସା ଓ ଦୁଇ ଟଙ୍କା ଏକସ୍ତରି ପଇସା ବଢାଇଛନ୍ତି । ଏହି ଦର ମଧ୍ୟରାତ୍ରିରୁ ଲାଗୁ ହେବ ।

୩୦ ଜଣ ପ୍ରତିଭାବାନ ଯୁବ କଳାକାରଙ୍କୁ ସରକାରଙ୍କ ଟ୍ରଫି ପ୍ରଦାନ

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଟ୍ରଫି ପ୍ରଦାନ କରିଛନ୍ତି ।

This website uses cookies.