Tag Archives: ସାଂସଦ ପ୍ୟାରୀମୋହନ ମହାପାତ୍ର

ଓଡିଶା ଖବରରାଜନୀତି

ବିଜେଡି ନିର୍ବାଚନ: ନବୀନ ପଞ୍ଚମ ଥର ପାଇଁ ସଭାପତି

କାର୍ଯ୍ୟକାରିଣୀରେ ମୋଟ୨୭ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି । ଏଥିରେ ରାଜ୍ୟ କର୍ମକର୍ତାଭାବେ ୯ ଜଣ ଉପସଭାପତି,୧୦ ଜଣ ସାଧାରଣ ସଂପାଦକ,୧୦ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ରହିଛନ୍ତି । ଉଭୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ କର୍ମକର୍ତାରେ ମହିଳା, ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ଶ୍ରେଣୀକୁ ପ୍ରଧାନ୍ୟ ଦିଆଯାଇଛି ।

ବିସ୍ତୃତ