Tag: ସାକ୍ଷାତକାର

ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବାକୁ ବାଣିଜ୍ୟ ଟପ୍ପରଙ୍କ ଇଚ୍ଛା

ଭବିଷ୍ୟତରେ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଯୁକ୍ତ ଦୁଇ ବାଣିଜ୍ୟରେ ୫୩୭ ନମ୍ବର ରଖି ରାଜ୍ୟରେ…

ଭବିଷ୍ୟତରେ ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଯୁକ୍ତ ଦୁଇ ବାଣିଜ୍ୟରେ ୫୩୭ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବା ବାରିପଦା ମହାରାଜା ପୂର୍ଣଚନ୍ଦ୍ର ଜୁନିଅର କଲେଜ କଲେଜ ଛାତ୍ର ମନୀଷ ଅଗରୱାଲା ।

ଡ଼ାକ୍ତର ହେବି: ମ୍ୟାଟ୍ରିକଦ୍ୱିତୀୟ ଟପ୍ପର ସଂହିତା

ମୁଁ ପରୀକ୍ଷା ସମୟରେ ୧୦ ଘଣ୍ଟା ପରିଶ୍ରମ କରୁଥିଲି । ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିବି ବୋଲି ଆଶା…

ମୁଁ ପରୀକ୍ଷା ସମୟରେ ୧୦ ଘଣ୍ଟା ପରିଶ୍ରମ କରୁଥିଲି । ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହିବି ବୋଲି ଆଶା ରଖିଥିଲି କିନ୍ତୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ଖୁସି ଲାଗୁଛି, ସେ କହିଛନ୍ତି ।

୨୭ମେଡ଼ିକାଲ ସାଇନ୍ସରେ ରିସର୍ଚ୍ଚ ଲକ୍ଷ୍ୟ: ବିଜ୍ଞାନ ଟପ୍ପର

ସେ ମ୍ୟାଟ୍ରିକ ପରେ ରାଜ୍ୟର ବହୁ ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇଥିଲେ ମଧ୍ୟ ନିଜ ଗାଁ ନିକଟସ୍ଥ ଏହି…

ସେ ମ୍ୟାଟ୍ରିକ ପରେ ରାଜ୍ୟର ବହୁ ବଡ଼ବଡ଼ ଶିକ୍ଷାନୁଷ୍ଠାନରେ ପଢିବାର ସୁଯୋଗ ପାଇଥିଲେ ମଧ୍ୟ ନିଜ ଗାଁ ନିକଟସ୍ଥ ଏହି ମହାବିଦ୍ୟାଳୟରେ ଅଧ୍ୟୟନ କରିବାକୁ ପସନ୍ଦ କରିଥିଲେ ।

କଳା ଟପ୍ପରଙ୍କ ଲକ୍ଷ୍ୟ ଆଇଏଏସ୍ ଅଫିସର ହେବା

ସଫଳତା ପଛରେ ପିତାମାତା ତଥା କଲେଜ ଶିକ୍ଷକ ଅବଦାନ ରହିଥିବା ବେଳେ ସାଧାରଣ ଜ୍ଞାନ ଆହରଣ ଓ ଗପ ବହି…

ସଫଳତା ପଛରେ ପିତାମାତା ତଥା କଲେଜ ଶିକ୍ଷକ ଅବଦାନ ରହିଥିବା ବେଳେ ସାଧାରଣ ଜ୍ଞାନ ଆହରଣ ଓ ଗପ ବହି ପଢିବାକୁ ସେ ଭଲପାଆନ୍ତି ।

କଠିନ ପରିଶ୍ରମ ବେକାର ହୁଏ ନାହିଁ: ମଧୁମିତା

ସନ୍ତୋଷ ମେହେର ଓ ରୀନା ମେହେରଙ୍କ ଜ୍ୟେଷ୍ଠା କନ୍ୟା ମଧୁମିତା ଆଗାମୀଦିନରେ ଜଣେ ମେଡିସିନ୍ ସ୍ପେସିଆଲିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି…

ସନ୍ତୋଷ ମେହେର ଓ ରୀନା ମେହେରଙ୍କ ଜ୍ୟେଷ୍ଠା କନ୍ୟା ମଧୁମିତା ଆଗାମୀଦିନରେ ଜଣେ ମେଡିସିନ୍ ସ୍ପେସିଆଲିଷ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଡ଼ାକ୍ତର ହେବାକୁ ମ୍ୟାଟ୍ରିକ ଅଷ୍ଟମ ଟପ୍ପରଙ୍କ ଇଚ୍ଛା

ଚନ୍ଦନଙ୍କ ବାପା କାଳିଚରଣ ଜଣେ ଡ଼ାକ୍ତର ଓ ମା ଗୃହିଣୀ । ସେ ବ୍ରହ୍ମପୁରରେ ପଢିବା ପାଇଁ ଇଚ୍ଛା ରଖିଛନ୍ତି…

ଚନ୍ଦନଙ୍କ ବାପା କାଳିଚରଣ ଜଣେ ଡ଼ାକ୍ତର ଓ ମା ଗୃହିଣୀ । ସେ ବ୍ରହ୍ମପୁରରେ ପଢିବା ପାଇଁ ଇଚ୍ଛା ରଖିଛନ୍ତି । ସେ ତୃତୀୟ, ପଞ୍ଚମ ଓ ସପ୍ତମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ ।

This website uses cookies.