ରାଜ୍ୟ ବିଜେପିକୁ ପ୍ରସାଦ ହରିଚନ୍ଦନଙ୍କ କଡା ସମାଲୋଚନା
ପୂର୍ବତଟ ରେଳ ଜୋନ୍ରୁ ୱାଲଟିୟର ଡିଭିଜନ କୁ କାଢିନେବା, ସୁନାବେଡାରୁ "ହାଲ" କୁ ଉଠାଇନେବା, ଇଏସଆଇ ହସ୍ପିଟାଲକୁ ଓଡିଶାରେ ନକରିବା, ଆଦି କେନ୍ଦ୍ର ସରକାରଙ୍କର କ'ଣ ଓଡିଶା ପ୍ରତି ଅବେହେଳା ନୁହେଁ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି।
ପୂର୍ବତଟ ରେଳ ଜୋନ୍ରୁ ୱାଲଟିୟର ଡିଭିଜନ କୁ କାଢିନେବା, ସୁନାବେଡାରୁ "ହାଲ" କୁ ଉଠାଇନେବା, ଇଏସଆଇ ହସ୍ପିଟାଲକୁ ଓଡିଶାରେ ନକରିବା, ଆଦି କେନ୍ଦ୍ର ସରକାରଙ୍କର କ'ଣ ଓଡିଶା ପ୍ରତି ଅବେହେଳା ନୁହେଁ ବୋଲି ପ୍ରସାଦ ହରିଚନ୍ଦନ କହିଛନ୍ତି।
ଭଜମନ ଓ ଗାଁର ଅନ୍ୟ ୭ ଜଣ ଲୋକ ପଣ୍ଡୁଆକୁ ଆସିଥିଲେ । ସେଠାରେ ତାଙ୍କୁ ପୁଲିସ ୨ ଲକ୍ଷ ଟଙ୍କା ଯାଚିବା ସହ ମାମଲାରୁ ଓହରି ଯିବା ପାଇଁ କହିଥିବା ଭଜମନ ଅଭିଯୋଗ କରିଛନ୍ତି । ସେ ଏଥିରେ ରାଜି ନହେବାରୁ ପୁଲିସ ତାଙ୍କୁ ମାଡମାରିବା ସହ ମିଛ ମାମଲା ରୁଜୁ କରି ତାଙ୍କ ସହ ପାଞ୍ଚ ଜଣଙ୍କୁ କାମାକ୍ଷାନଗର ସବ୍ ଜେଲ ପଠାଇଥିଲା । ସେମାନଙ୍କ ଠାରୁ ପୁଲିସ ୫ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ, ଏଟିଏମ୍, ପ୍ୟାନ କାର୍ଡ ଦୁଇଟି ସୁନା ଚେନ୍ ଆଦି ନେଇ ଯାଇଥିଲା । ଏଭଳିକି ତାଙ୍କ ପାଇଁ କୌଣସି ଓକିଲ ମକଦ୍ଧମା ନ ଲଢିବାକୁ ଓଆଇସି ଶ୍ରୀ ଲେଙ୍କା ସ୍ଥାନୀୟ ବାର ଆସୋସିଏସନ୍କୁ ଚିଠି ଲେଖିଥିଲେ ।
ଏହି ବନ୍ଦ ଯୋଗୁଁ ଶିକ୍ଷକ,ଶିକ୍ଷୟତ୍ରୀମାନେ ସ୍କୁଲ ଆସିବେ ନାହିଁ । ଏହି ନିଷ୍ପତି ନେଇଛନ୍ତି ବିଭିନ୍ନ ଡିଏଭି ସ୍କୁଲର ଅଧ୍ୟକ୍ଷମାନେ । ଯାହାଫଳରେ ୪୨ଟି ଡିଏଭି ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହେବ ।
କଟକର ବାରବାଟୀ ଠାରେ ପ୍ରସ୍ଥାବିତ ମହିଳା ବିଶ୍ୱକପ୍ ମ୍ୟାଚ୍ ରୁ ପାକିସ୍ଥାନ ଟିମ୍ କୁ ବାଦ ଦିଆଯାଇ ଅବଶିଷ୍ଟ ମ୍ୟାଚ୍ ଖେଳାଯାଉ ଏବଂ ପାକିସ୍ଥାନ ଟିମ୍ ର ଭାରତ ଆଗମନକୁ ବାତିଲ କରାଯାଉ ବୋଲି ଶ୍ରୀ ମିଶ୍ର ଦାବୀ କରିଥିଲେ ।
ଖଣି ଦୁର୍ନୀତିରେ ନବୀନ ସରକରାର ସଂପୃକ୍ତି ରହିଛି । ଏଥିରୁ ରକ୍ଷାପାଇବା ପାଇଁ ସେ କଂଗ୍ରେସ ସହ କେନ୍ଦ୍ରରେ ଭିତିରିଆ ବୁଝାମଣା କରିଛି ।
ତାଙ୍କ ସହ କଳାହାଣ୍ଡି ସାଂସଦ ଭକ୍ତ ଚରଣ ଦାସ, କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ କ୍ରୀଷ୍ଣା ମଧ୍ୟ ଯୋଗଦେଇଥିଲେ । ପରେ ମନ୍ତ୍ରୀ ଭବାନୀପାଟଣା ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।
© Copyright 2017 Odisha.com