Tag: ସାମ୍ବାଦିକ ସମ୍ମିଳନୀ

ଜମି ଠକେଇ ଅଭିଯୋଗରେ ତିରୁପତି ପାଣିଗ୍ରାହୀ ଗିରଫ

ଅଭିଯୋଗକାରୀଙ୍କୁ ସୁନ୍ଦରପଦା ଅଞ୍ଚଳରେ ଜମି ଯୋଗାଇ ଦେବାକୁ କଂପାନୀ ଟଙ୍କା ନେଇଥିଲା । ୨୦୦୩ରୁ ୨୦୦୯ ମସିହା ମଧ୍ୟରେ ୩୦ଟି…

ଅଭିଯୋଗକାରୀଙ୍କୁ ସୁନ୍ଦରପଦା ଅଞ୍ଚଳରେ ଜମି ଯୋଗାଇ ଦେବାକୁ କଂପାନୀ ଟଙ୍କା ନେଇଥିଲା । ୨୦୦୩ରୁ ୨୦୦୯ ମସିହା ମଧ୍ୟରେ ୩୦ଟି କିସ୍ତିରେ ସେ ଟଙ୍କା ଦେଇଥିଲେ । ଏନେଇ ତିନି ଜଣଙ୍କ ନାମରେ କେସ ରୁଜୁ ହୋଇଥିଲା ।

୨୯ ଡିସେମ୍ବରରୁ ଭୁବନେଶ୍ୱରେ ଜାତି ଜନଜାତିଙ୍କ ସମ୍ମିଳନୀ

ଏହି ବିଶାଳ ସମ୍ମିଳନୀରେ ମହାମାନ୍ୟ ଦଲାଇଲାମାଙ୍କ ଗୃହମନ୍ତ୍ରୀ ଦଲମା ଗାୟରୀ,ସମାଜଶାସ୍ତ୍ରୀ ଡ.କୃଷ୍ଣ ଗୋପାଳ ଜୀ,ମୁକୁନ୍ଦରାଓ ପଣସିକର,ସେତୁ ମାଧବନ ଓ ରାଜେନ୍ଦ୍ରଜୀଙ୍କ…

ଏହି ବିଶାଳ ସମ୍ମିଳନୀରେ ମହାମାନ୍ୟ ଦଲାଇଲାମାଙ୍କ ଗୃହମନ୍ତ୍ରୀ ଦଲମା ଗାୟରୀ,ସମାଜଶାସ୍ତ୍ରୀ ଡ.କୃଷ୍ଣ ଗୋପାଳ ଜୀ,ମୁକୁନ୍ଦରାଓ ପଣସିକର,ସେତୁ ମାଧବନ ଓ ରାଜେନ୍ଦ୍ରଜୀଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ତଥା ସାଧୁସନ୍ଥମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ନିଜର ସ୍ଥିତି ଜାଣିବାକୁ ସୁପ୍ରିମକୋର୍ଟ ଗଲେ ପ୍ୟାରୀମୋହନ

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା…

ଗତ ଶୁକ୍ରବାର ଦିନ ପ୍ୟାରୀମୋହନ ସୁପ୍ରୀମକୋର୍ଟ ଯିବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ।

ବିଜେଡିରୁ ବହିଷ୍କାର ଆଦେଶ ଦାବୀ ନେଇ ପ୍ୟାରୀ ଯିବେ କୋର୍ଟ

ସେ କୋର୍ଟରେ ଯାହା କରିବା କଥା କରନ୍ତୁ । ଆମେତ କୋର୍ଟର ଆଦେଶକୁ କେବେ ବି ଅମାନ୍ୟ କରିନାହୁଁ ।…

ସେ କୋର୍ଟରେ ଯାହା କରିବା କଥା କରନ୍ତୁ । ଆମେତ କୋର୍ଟର ଆଦେଶକୁ କେବେ ବି ଅମାନ୍ୟ କରିନାହୁଁ । ମୁଁ ନିଜେ ବୁଝି ପାରୁନାହିଁ ସେ କାହିଁକି ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଅର୍ଥମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟ ଏ ଘଟଣା ଉପରେ କହିଛନ୍ତି ।

ପ୍ରତିଶୃତି ନରଖିଲେ ନେତାଙ୍କୁ ଭୋଟ ଦିଅନାହିଁ- ଆନ୍ନା

ସେ କହିଲେ ବାହାର ଦେଶରୁ ଯେତେ କଂପାନୀ ଆସୁଛନ୍ତି ସମସ୍ତେ ପରିବେଶକୁ ନଷ୍ଟ କରୁଛନ୍ତି । ଦେଶର ଖଣିଜ ସମ୍ପଦକୁ…

ସେ କହିଲେ ବାହାର ଦେଶରୁ ଯେତେ କଂପାନୀ ଆସୁଛନ୍ତି ସମସ୍ତେ ପରିବେଶକୁ ନଷ୍ଟ କରୁଛନ୍ତି । ଦେଶର ଖଣିଜ ସମ୍ପଦକୁ ଲୁୁୁୁଟୁ କରିବାକୁ ବହୁ ବିଦେଶୀ କମ୍ପାନୀ ଏ ଦେଶକୁ ଆସୁଛନ୍ତି । ସରକାର ସେହି କମ୍ପାନୀମାନଙ୍କ ପାଇଁ କୃଷକଙ୍କଠାରୁ ଜମି ଲୁଟୁଛନ୍ତି ।

ଡିସେମ୍ବର ୫ ରେ ୪୧ଟି କଲେଜରେ ତାଲା ଝୁଲିବ

ଏହା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାସହ ବିଧାନ ସଭା ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ସଂଘ ପକ୍ଷରୁ…

ଏହା ପ୍ରତିବାଦରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାସହ ବିଧାନ ସଭା ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି ।

This website uses cookies.