Tag Archives: ସିପିଆଇ

ଓଡିଶା ଖବର

ବିଧାନସଭାରେ ଏଫ୍ଡିଆଇ ତାତି

ବିଜେଡିର ପ୍ରଦୀପ ମହାରଥୀ କହିଥିଲେ ଯେ, କଂଗ୍ରେସ ଏବେ ବିଦେଶୀ ହାତରେ ବନ୍ଧା ପଡିଛି । ସୋନିଆ ଗାନ୍ଧୀ ବିଦେଶରୁ ଆସି ସୁଇସ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ଭାରତର ଗରିବ ଲୋକଙ୍କୁ ପଙ୍ଗୁ କରି ଦେଉଛି । ଲୋକେ କିନ୍ତୁ କଂଗ୍ରେସିଆଙ୍କ ବଦନ ଚିହ୍ନିଗଲେଣି ।

ବିସ୍ତୃତ
ମୁଖ୍ୟ ଖବର

ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ଦାବିପତ୍ର

ଅପହୃତ ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ମୁକ୍ତି ନେଇ୧୩ ଟି ଦାବି ସମ୍ବଳିତ ପତ୍ର ମାଓବାଦୀମାନେ ସୋମବାର ବିଭିନ୍ନ ଗଣମାଧ୍ୟମକୁ ପଠାଇଛନ୍ତି ।

ବିସ୍ତୃତ