Tag Archives: ସୁଦର୍ଶନ ପଟ୍ଟନାୟକ

ପରିବେଶ

ବିଶ୍ଵ ପରିବେଶ ଦିବସରେ ପୁରୀରେ ସୁଦର୍ଶନଙ୍କ ବାଲୁକା କଳା

ଏହି ମହାନ ନେତା ମାନେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବାରୁ ସେମାନଙ୍କର ବାଲୁକା ମୂର୍ତ୍ତି ତିଆରି କରିଥିବା ସେ କହିଛନ୍ତି।

ବିସ୍ତୃତ
ମନୋରଞ୍ଜନ

ବଡ ଦାଣ୍ଡରେ ସୁଦର୍ଶନଙ୍କ ପ୍ରଥମ ବାଲୁକା ପେଣ୍ଟିଂ

ଏକ ଟନ ବାଲିରେ ରଙ୍ଗ ବ୍ୟବହାର କରି ସେ ତିଆରି କରିଥିବା ଏହି ପେଣ୍ଟିଂକୁ ଦେଖିବା ପାଇଁ ଭକ୍ତଙ୍କ ବ୍ୟାପକ ଭିଡ ପରିଲକ୍ଷିତ ହୋଇଛି । ଏହି ପେଣ୍ଟିଂ ତିଆରି କରିବାରେ ତାଙ୍କ ଛାତ୍ର ଓ ଛାତ୍ରୀ ମାନେ ସାହାଯ୍ୟ କରିଥିବା ସୁଦର୍ଶନ ଓଡିଶା ଡଟ କମ କୁ କହିଛନ୍ତି ।

ବିସ୍ତୃତ
ମନୋରଞ୍ଜନ

ନବକଳେବର ଉପରେ ସୁଦର୍ଶନଙ୍କ ଆନିମେସନ ଫିଲ୍ମ ଉନ୍ମୋଚିତ

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ମୁଖ୍ୟ ଶାସନ ସଚିବ ଗୋକୁଳା ଚନ୍ଦ୍ର ପତି, ବରିଷ୍ଠ ପ୍ରଶାସକ ଉପେନ୍ଦ୍ର ନାଥ ବେହେରା , ଆଦିତ୍ୟ ପାଢୀ ଓ ଅରବିନ୍ଦ ପାଢୀ ଯୋଗ ଦେଇଥିଲେ ।

ବିସ୍ତୃତ
ପରିବେଶପର୍ଯଟନ

ପରିବେଶ ସୁରକ୍ଷା ପାଇଁ ପୁରୀରେ ସାଇକେଲ ଚଲା ଅଭିଯାନ

ସ୍ଵେଚ୍ଛାସେବୀ ସଂଗଠନ ବେଆରଫୁଟ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେବ ଓ ସହରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କାର୍ଯ୍ୟକ୍ରମ ର ଆୟୋଜକ ମାନେ କହିଛନ୍ତି ।

ବିସ୍ତୃତ
ରାଜନୀତି

ବାଲୁକା କଳା ମାଧ୍ୟମରେ ଜାନକୀଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ତାଙ୍କ ମୃତ୍ୟୁରେ ଗଭୀର ଶୋକପ୍ରକାଶ କରି ସୁଦର୍ଶନ ବାଲିରେ ସ୍ଵର୍ଗତ ପଟ୍ଟନାୟକଙ୍କ ମୁହଁ ତିଆରିକରି ଇଂରାଜୀରେ 'ଗୋଟିଏ ମହାନ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ' ଲେଖିବ ସହ ବାଲୁକା କଳା ନିକଟରେ ପୁଷ୍ପଗୁଚ୍ଛ ଅର୍ପଣ କରିଛନ୍ତି ।

ବିସ୍ତୃତ