ରଥଯାତ୍ରା ଅବସରରେ ଭକ୍ତିସଙ୍ଗୀତର ପ୍ରସାର ପାଇଁ ‘ଓଡ଼ିଶାଲାଇଭ୍’ ପକ୍ଷରୁ ସୋସିଆଲ ମିଡିଆ ଅଭିଯାନ
ଭୁବନେଶ୍ୱର, ୨୮।୬।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ସୋସିଆଲ ମିଡିଆରେ ଏକ ଭକ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ଓଡ଼ିଶାର ଆଗଧାଡ଼ିର ଡିଜିଟାଲ ପୋର୍ଟାଲ ଓଡ଼ିଶାଲାଇଭ୍। ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ୨୮ ଦିନର ଅବଧି ମଧ୍ୟରେ ପ୍ରତିଦିନ ଗୋଟିଏ ଗୋଟିଏ ଭକ୍ତି ସଙ୍ଗୀତ ଓଡ଼ିଶାଲାଇଭ୍ର ଫେସବୁକ ପେଜରେ ପୋଷ୍ଟ କରାଯାଉଛି। ତା’…
8 months ago