Tag Archives: ସୁନ୍ଦରଗଡ଼

ରାଜନୀତି

ଭଲ କାମ କରିବାରୁ ୩୪୭ ଏସପିଓ ହେଲେ କନେଷ୍ଟବଳ

ରାଜ୍ୟର ନଅ ଟି ଜିଲା ସୁନ୍ଦରଗଡ, ରାୟଗଡା, ଦେବଗଡ, ଗଞ୍ଜାମ, ଯାଜପୁର, କେନ୍ଦୁଝର, କୋରାପୁଟ, ନୂଆପଡା ଓ ରାଉରକେଲାରେ କାମ କରୁଥିବା ଏହି ସ୍ପେଶିଆଲ ପୁଲିସ ଅଫିସରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ବିସ୍ତୃତ
ଓଡିଶା ଖବର

ଉପକୂଳ ଓଡିଶାରେ କୁହୁଡିର ପ୍ରଭାବ, ଜନଜୀବନ ଅସ୍ତବ୍ୟସ୍ତ

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଳ୍ପ କେତେକ ଅଞ୍ଚଳକୁ ବାଦଦେଲେ ରାଜ୍ୟର ବାକି ଅଞ୍ଚଳରେ ଶୀତ ପ୍ରକୋପ କମିବ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଦେଖାଦେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।

ବିସ୍ତୃତ
ଓଡିଶା ଖବର

ଖଣି କ୍ଷେତ୍ରରେ ବୈଷୟିକ ସହାୟତା ପ୍ରଦାନ କରିବ ବିଶ୍ୱବ୍ୟାଙ୍କ

ବିଶ୍ୱବ୍ୟାଙ୍କର ୪ଜଣିଆ ପ୍ରତିନିଧି ଦଳ ସଂପ୍ରତି ଓଡିଶା ଗସ୍ତରେ ଆସି କେନ୍ଦୁଝର,ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଖଣିଅଂଚଳ ପରିଦର୍ଶନ କରିଥିଲେ ।

ବିସ୍ତୃତ
ମୁଖ୍ୟ ଖବର

ଗ୍ରାମବାସୀଙ୍କ ଆକ୍ରମଣରେ ଏଏସ୍ଆଇଙ୍କ ସମେତ ଚାରି ପୋଲିସ ଆହତ

ରାତି ପ୍ରାୟ ଆଠଟା ବେଳେ ପୋଲିସ ଦଳ ଉକ୍ତ ଗ୍ରାମରେ ପହଂଚି ସଂପୃକ୍ତ ୱାରେଣ୍ଟିକୁ ଗିରଫ କରି ଆଣୁଥିବା ବେଳେ ପ୍ରାୟ ୧୦ରୁ ୧୨ ଜଣ ଗ୍ରାମବାସୀ ପୋଲିସକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ତାକୁ ଛଡ଼ାଇ ନେଇଥିଲେ ।

ବିସ୍ତୃତ