ଓଡିଶା ନ୍ୟୁଜ/ Odisha News

Tag Archives: ସୂଚନା ଅଧିକାର ଆଇନ

ସାକ୍ଷାତକାର

ନିର୍ଭୁଲ ସୂଚନା ବହୁ ସମସ୍ୟାର ସମାଧାନ କରିପାରିବ:ଶଶିପ୍ରଭା (ସାକ୍ଷାତକାର)

ରାଜ୍ୟ ସୂଚନା କମିଶନର ପଦବୀରେ ଅଧିଷ୍ଠିତ ହେବାରେ ସେ ହେଉଛନ୍ତି ରାଜ୍ୟର ପ୍ରଥମ ମହିଳା।ସମାଜର ନିମ୍ନ ବର୍ଗର ଗରିବ ନିଃସହାୟ ମହିଳାମାନଙ୍କୁ ଡାଆଣୀ ବୋଲି କହି ନିର୍ଯାତନା ଦେବା, ଏପରିକି ହତ୍ୟା କରିବା ଭଳି ଭୟାନକ ଘଟଣା ବିରୋଧରେ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ୨୦୧୧ରେ ସେ ଏକ ପିଟିସନ ଦାଖଲ କରି ସେ ଚର୍ଚା କୁ ଆସିଥିଲେ ।

ବିସ୍ତୃତ