Tag Archives: ସୂଚନା

ଅର୍ଥ-ବ୍ୟବସାୟ

ସୂଚନା, ପ୍ରଯୁକ୍ତି କ୍ଷେତ୍ର ପାଇଁ କେନ୍ଦ୍ରର ଅନୁଦାନ, ଜୁଏଲଙ୍କ ସ୍ଵାଗତ

ଭୁବନେଶ୍ୱର ଠାରେ ସୂଚନା ଓ ପ୍ରଯୁକ୍ତି ଭିତ୍ତିଭୂମିର ବିକାଶ ପାଇଁ ୩ ହଜାର ୭ଶହ କୋଟି ଟଙ୍କାର ଅନୁଦାନ ତଥା ରାଜ୍ୟର ୧୬ ଟି ଜିଲ୍ଲାକୁ ଇଂଟରନେଟ୍ ବ୍ରଡ଼ବ୍ୟାଣ୍ଡ ଦ୍ୱାରା ସଂଯୋଗ କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକୀୟ ପଦକ୍ଷେପ ନେଇଥିବା ଘୋଷଣା କରିଛନ୍ତି।

ବିସ୍ତୃତ