Tag Archives: ସ୍କର୍ପିଓ ଗାଡ଼ି

ଓଡିଶା ଖବର

ଯୌତୁକ ନିର୍ଯ୍ୟାତନା ମାମଲାରେ ରଘୁନାଥ ମହାନ୍ତି, ପତ୍ନୀ ଗିରଫ

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ ବିବାହ ସମୟରେ ତାଙ୍କ ବାପା ଯୌତୁକ ଦାବି ମୁତାବକ ନଗଦ୧୦ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଦେଇଥିଲେ । କିନ୍ତୁ ତାଙ୍କୁ ଆହୁରି ୨୫ଲକ୍ଷ ଟଙ୍କା ଓ ଏକ ସ୍କର୍ପିଓ ଗାଡ଼ି ଆଣିବା ପାଇଁ ତାଙ୍କ ସ୍ୱାମୀ,ଶ୍ୱଶୁର, ଶାଶୂ ଓ ନଣନ୍ଦ ଚାପ ପକାଇ ଆସୁଥିଲେ ।

ବିସ୍ତୃତ
ଓଡିଶା ଖବର

ଗିରଫଦାରୀ ଏଡ଼ାଇବା ପାଇଁ ରଘୁନାଥଙ୍କର ଆଗୁଆ ଜାମିନ ଆବେଦନ

ଏହି ଘଟଣାରେ ରଘୁନାଥ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବର୍ଷା ଓ ବିରୋଧୀ ଦଳମାନେ ଦାବି କରିଛନ୍ତି । ରାଜାଶ୍ରୀ ମହାନ୍ତି ବର୍ଷା ସୋନିଙ୍କୁ ଜୁନ୨୦୧୨ରେ ବିବାହ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ଯୌତୁକ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଏହି ଘଟଣାରେ ରଘୁନାଥ ମହାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ବର୍ଷା ଓ ବିରୋଧୀ ଦଳମାନେ ଦାବି କରିଛନ୍ତି । ରାଜଶ୍ରୀ ମହାନ୍ତି ବର୍ଷା ସୋନିଙ୍କୁ ଜୁନ୨୦୧୨ରେ ବିବାହ କରିଥିଲେ ।

ବିସ୍ତୃତ
ଓଡିଶା ଖବର

ବୋହୁଙ୍କ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ପରେ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ଇସ୍ତଫା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନ୍ତିଙ୍କ ଇସ୍ତଫା ଗ୍ରହଣ କରିବା ସହ ପୋଲିସର ମାନବାଧିକାର ସେଲକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା କହିବା ସତ୍ୱେ ବିରୋଧୀମାନେ ହଟଗୋଳ ଜାରି ରଖିଥିଲେ । ଫଳରେ ବାଚସ୍ପତିଙ୍କୁ ବାରମ୍ବାର ବିଧାନସଭା ମୁଲତବୀ କରିବାକୁ ପଡ଼ିଥିଲା ।

ବିସ୍ତୃତ