ଓଡିଶା ନ୍ୟୁଜ/ Odisha News

Tag Archives: ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍

ଅର୍ଥ-ବ୍ୟବସାୟ

ଏରିଏଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ପାଇଁ କାର୍ଯ୍ୟାରମ୍ଭ

ୟୁକେର ମେଗିଟ୍ ଡ଼ିଫେନସ ସହ ମିଳିତ ସହଯୋଗରେ ସିୟୋର ସେଫଟି ସଲୁ୍ୟସନ ଏହି ଏରିଏଲ ଟାର୍ଗେଟ ସାମଗ୍ରୀ ନିର୍ମାଣ ୟୁନିଟ୍ ସ୍ଥାପନ କରିବ । ୫ ଏକର ଜମିରେ ମେକ୍ ଇନ୍ ଇଣ୍ଡିଆ ସ୍କିମ୍ ଆଧାରରେ ହେଉଥିବା ଏହି ଆସେମ୍ବ୍ଲି ପ୍ଲାଣ୍ଟରେ ୫୦ ରୁ ୬୦ କୋଟି ଟଙ୍କା ନିବେଶ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ବିସ୍ତୃତ