ଓଡିଶା ନ୍ୟୁଜ/ Odisha News

Tag Archives: ସ୍ୱାସ୍ଥ୍ୟ ବିଭାଗ

ତୃତୀୟ ନୟନସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ବିଭାଗରେ ଅସ୍ୱାସ୍ଥ୍ୟକର ପରିସ୍ଥିତି (ତୃତୀୟ ନୟନ)

ସ୍ୱାସ୍ଥ୍ୟ ବିଭାଗରେ ଉଚ୍ଛେଦ ହୋଇଥିବା ପଦବୀକୁ ମିଶାଇ ପ୍ରାୟ ୧୭ ହଜାର ପଦବୀ ଖାଲିଥିବା କଥା ପୂର୍ବରୁ ଅର୍ଥମନ୍ତ୍ରୀ ସ୍ୱୀକାର କରିଛନ୍ତି । କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ତିନୋଟି ସରକାରୀ ମେଡ଼ିକାଲ କଲେଜ ଓ ଗୋଟିଏ ନୋଡାଲ କଲେଜରେ ୩୭୫ ଶିକ୍ଷକ ପଦବୀ ଖାଲିପଡ଼ିଛି ।

ବିସ୍ତୃତ
ମୁଖ୍ୟ ଖବର

ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ

ସ୍ୱାଧୀନତା ସଂଗ୍ରାମୀ କୌଣସି ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଲେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଡାକ୍ତରଖାନା କର୍ତୃପକ୍ଷ ବହନ କରିବେ ।

ବିସ୍ତୃତ