Tag Archives: ହାଇକୋର୍ଟ

ରୋକ ଠୋକ

ଓଡ଼ିଶା ସରକାରଙ୍କ ମିଶ୍ର ପ୍ରକାଶ (ରୋକ୍ ଠୋକ୍ )

ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ ପୋଲିସ ମହା ନିର୍ଦ୍ଦେଶକ ହେଇଛନ୍ତି ସେମାନେ ପୂରା ସମୟ ନିଜ ପଦବୀରେ ରହିପାରିନାହାନ୍ତି ।

ବିସ୍ତୃତ
ଓଡିଶା ଖବର

ଜଷ୍ଟିସ୍ ସି.ନାଗପ୍ପାନ୍ ହାଇକୋର୍ଟର ମୁଖ୍ୟ ବିଚାରପତି

୨୦୦୦ମସିହାରେ ସେ ମାଡ଼୍ରାସ୍ ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରି ୨୦ସେପ୍ଟେମ୍ବର ୨୦୦୨ ମସିହାରେ ସ୍ଥାୟୀ ବିଚାରପତି ହୋଇଥିଲେ ।

ବିସ୍ତୃତ
ଓଡିଶା ଖବର

ବାଚସ୍ପତିଙ୍କ ନାମରେ ଏନ୍ସିପିର ଅଦାଲତ ଅବମାନନା ମାମଲା

ଓଡିଶା ହାଇକୋର୍ଟ ଓ ସୁପ୍ରୀମକୋର୍ଟର ନିର୍ଦ୍ଦେଶନାମାକୁ ପାଳନ ନକରିବାରୁ ଆମେ ବାଧ୍ୟହୋଇ ତାଙ୍କ ନାମରେ କୋର୍ଟ ଅବମାନନା ଦାଖଲ କଲୁ ,କେଶରୀ କହିଛନ୍ତି ।

ବିସ୍ତୃତ
ଓଡିଶା ଖବର

ଶୂଳିଆ ଯାତ୍ରା ଆରମ୍ଭ:ପ୍ରଶାସନର ବାରଣସତ୍ୱେ ପଶୁବଳି

ବଡଖଳାରେ ବଳିଦେବାପାଇଁ ଆସିଥିବା ଲୋକମାନଙ୍କୁ ପୋଲିସ ପ୍ରତିରୋଧ କରିବାକୁ ଚେଷ୍ଟା କରିବାରୁ ସାମାନ୍ୟ ଉତେଜନା ଦେଖାଯାଇଥିଲା । ସଂପୃକ୍ତ ଖଳାମାନଙ୍କରେ ୧୪୪ଧାରା ଜାରି କରାଯାଇଥିଲେ ମଧ୍ୟ ଆଦିବାସୀମାନେ ତାକୁ ମାନିନଥିଲେ ।

ବିସ୍ତୃତ
ଓଡିଶା ଖବର

ଓଇଆରସି ରେଗୁଲେସନ ପ୍ରସ୍ତୁତ କର- ହାଇକୋର୍ଟ

ଯଦି ଆୟୋଗ ତାହା ନକରିବ ତେବେ ଆଇନ କାର୍ଯ୍ୟକାରି ସମୟରେ ଆବେଦନକାରୀଙ୍କ ମତାମତ ଲୋଡିବ ବୋଲି ଖଣ୍ଡପୀଠ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ବିସ୍ତୃତ
ଓଡିଶା ଖବର

ଶପଥ ନେଲେ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋପାଳଗୌଡ଼

ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ଯାଇଥିବା ମୁଖ୍ୟ ବିଚାରପତି ବି.ଏସ. ଚୌହାନ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେହିପରି ଏବେ ସୁପ୍ରିମକୋର୍ଟରେ ଓଡ଼ିଆ ବିଚାରପତି ଭାବେ ଅନଙ୍ଗକୁମାର ପଟ୍ଟନାୟକ ଓ ଜଷ୍ଟିସ ଦୀପକ ମିଶ୍ର କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ବିସ୍ତୃତ