Tag: ହାଇକୋର୍ଟ

ଓଡ଼ିଶା ସରକାରଙ୍କ ମିଶ୍ର ପ୍ରକାଶ (ରୋକ୍ ଠୋକ୍ )

ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ…

ନବୀନ ପଟ୍ଟନାୟକ ସରକାରରେ ପୋଲିସ ମହାନିର୍ଦ୍ଦେଶକ ପଦବୀ ହେଉଛି ସବୁଠୁ ଅପ୍ରୀତିକର ପଦବୀ । ଗତ କିଛିବର୍ଷ ଧରି ଯେଉଁମାନେ ପୋଲିସ ମହା ନିର୍ଦ୍ଦେଶକ ହେଇଛନ୍ତି ସେମାନେ ପୂରା ସମୟ ନିଜ ପଦବୀରେ ରହିପାରିନାହାନ୍ତି ।

ଜଷ୍ଟିସ୍ ସି.ନାଗପ୍ପାନ୍ ହାଇକୋର୍ଟର ମୁଖ୍ୟ ବିଚାରପତି

୨୦୦୦ମସିହାରେ ସେ ମାଡ଼୍ରାସ୍ ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରି ୨୦ସେପ୍ଟେମ୍ବର ୨୦୦୨ ମସିହାରେ ସ୍ଥାୟୀ ବିଚାରପତି…

୨୦୦୦ମସିହାରେ ସେ ମାଡ଼୍ରାସ୍ ହାଇକୋର୍ଟର ଅତିରିକ୍ତ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରି ୨୦ସେପ୍ଟେମ୍ବର ୨୦୦୨ ମସିହାରେ ସ୍ଥାୟୀ ବିଚାରପତି ହୋଇଥିଲେ ।

ବାଚସ୍ପତିଙ୍କ ନାମରେ ଏନ୍ସିପିର ଅଦାଲତ ଅବମାନନା ମାମଲା

ଓଡିଶା ହାଇକୋର୍ଟ ଓ ସୁପ୍ରୀମକୋର୍ଟର ନିର୍ଦ୍ଦେଶନାମାକୁ ପାଳନ ନକରିବାରୁ ଆମେ ବାଧ୍ୟହୋଇ ତାଙ୍କ ନାମରେ କୋର୍ଟ ଅବମାନନା ଦାଖଲ କଲୁ…

ଓଡିଶା ହାଇକୋର୍ଟ ଓ ସୁପ୍ରୀମକୋର୍ଟର ନିର୍ଦ୍ଦେଶନାମାକୁ ପାଳନ ନକରିବାରୁ ଆମେ ବାଧ୍ୟହୋଇ ତାଙ୍କ ନାମରେ କୋର୍ଟ ଅବମାନନା ଦାଖଲ କଲୁ ,କେଶରୀ କହିଛନ୍ତି ।

ଶୂଳିଆ ଯାତ୍ରା ଆରମ୍ଭ:ପ୍ରଶାସନର ବାରଣସତ୍ୱେ ପଶୁବଳି

ବଡଖଳାରେ ବଳିଦେବାପାଇଁ ଆସିଥିବା ଲୋକମାନଙ୍କୁ ପୋଲିସ ପ୍ରତିରୋଧ କରିବାକୁ ଚେଷ୍ଟା କରିବାରୁ ସାମାନ୍ୟ ଉତେଜନା ଦେଖାଯାଇଥିଲା । ସଂପୃକ୍ତ ଖଳାମାନଙ୍କରେ…

ବଡଖଳାରେ ବଳିଦେବାପାଇଁ ଆସିଥିବା ଲୋକମାନଙ୍କୁ ପୋଲିସ ପ୍ରତିରୋଧ କରିବାକୁ ଚେଷ୍ଟା କରିବାରୁ ସାମାନ୍ୟ ଉତେଜନା ଦେଖାଯାଇଥିଲା । ସଂପୃକ୍ତ ଖଳାମାନଙ୍କରେ ୧୪୪ଧାରା ଜାରି କରାଯାଇଥିଲେ ମଧ୍ୟ ଆଦିବାସୀମାନେ ତାକୁ ମାନିନଥିଲେ ।

ଓଇଆରସି ରେଗୁଲେସନ ପ୍ରସ୍ତୁତ କର- ହାଇକୋର୍ଟ

ଯଦି ଆୟୋଗ ତାହା ନକରିବ ତେବେ ଆଇନ କାର୍ଯ୍ୟକାରି ସମୟରେ ଆବେଦନକାରୀଙ୍କ ମତାମତ ଲୋଡିବ ବୋଲି ଖଣ୍ଡପୀଠ ଆଦେଶନାମାରେ ସ୍ପଷ୍ଟ…

ଯଦି ଆୟୋଗ ତାହା ନକରିବ ତେବେ ଆଇନ କାର୍ଯ୍ୟକାରି ସମୟରେ ଆବେଦନକାରୀଙ୍କ ମତାମତ ଲୋଡିବ ବୋଲି ଖଣ୍ଡପୀଠ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି ।

ଶପଥ ନେଲେ ସୁପ୍ରିମକୋର୍ଟ ବିଚାରପତି ରୂପେ ଜଷ୍ଟିସ ଗୋପାଳଗୌଡ଼

ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ଯାଇଥିବା ମୁଖ୍ୟ ବିଚାରପତି ବି.ଏସ. ଚୌହାନ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେହିପରି…

ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ଯାଇଥିବା ମୁଖ୍ୟ ବିଚାରପତି ବି.ଏସ. ଚୌହାନ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ତୁଲାଉଛନ୍ତି । ସେହିପରି ଏବେ ସୁପ୍ରିମକୋର୍ଟରେ ଓଡ଼ିଆ ବିଚାରପତି ଭାବେ ଅନଙ୍ଗକୁମାର ପଟ୍ଟନାୟକ ଓ ଜଷ୍ଟିସ ଦୀପକ ମିଶ୍ର କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏହି ଉତ୍ସବରେ ଉପସ୍ଥିତ ଥିଲେ ।

This website uses cookies.