Tag Archives: ହାତୀ

ପରିବେଶ

ରାଜ୍ୟରେ ହାତୀ ସଂଖ୍ୟା ୧୯୫୪କୁ ବୃଦ୍ଧି

ଏହି ଗଣନାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ସର୍ବାଧିକ ୩୩୭ଟି ହାତୀ ମୟୂରଭଞ୍ଜରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ, ଏଠାରେ ୧୬୪ଟି ହାତୀ ଅଛନ୍ତି । ଗତ ୩ ବର୍ଷରେ ୩୬୪ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା ସରକାର ସୂଚନା ଦେଇଛନ୍ତି ।

ବିସ୍ତୃତ
ଓଡିଶା ଖବର

ଟ୍ରେନ ଧକ୍କାରେ ୬ ହାତୀ ମୃତ

ସେମାନେ ହାତୀଗୁଡିକର ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବ୍ୟବସ୍ଥା କରିଥିଲେ । କେଉଁ କାରଣରୁ ଏକକାଳୀନ ୬ଟି ହାତୀଙ୍କର ମୃତ୍ୟୁ ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ବିସ୍ତୃତ
ଓଡିଶା ଖବର

ହାତୀ ଉପଦ୍ରବ ନେଇ ବିଧାନସଭାରେ ବିଧାୟକଙ୍କ ଉଦ୍ବେଗ

ଯେଉଁ ସ୍ଥାନରେ ହାତୀ ପଲ ଏକାଠି ହେଉଛନ୍ତି ସେ ସ୍ଥାନକୁ କେବଳ ବନ ବିଭାଗ କର୍ମଚାରୀଙ୍କୁ ଯିବାକୁ ଦିଅନ୍ତୁ । ସେମାନଙ୍କ କାମ କରିବାକୁ ଦେବା ପାଇଁ ପରାମର୍ଶ ଦେଇ ଅନ୍ୟମାନେ ପଶି ମାମଲତି ନକରିବାକୁ ମନ୍ତ୍ରୀ କହିଥିଲେ ।

ବିସ୍ତୃତ
ମୁଖ୍ୟ ଖବର

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାରେ ରେଞ୍ଜ ଅଫିସର ନିଲମ୍ବିତ

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନଅଣା ରେଞ୍ଜ ଡ଼ୁବୁରୁଚମ୍ପା ଅନ୍ତର୍ଗତ ଏକ ନାଳ ନିକଟରୁ ପାଞ୍ଚଟି ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା ।

ବିସ୍ତୃତ