Tag Archives: “ହ୍ୱେୟାର ସାଲ ଆଇ ଗୋ”

ସାହିତ୍ୟ

“ମୋ ଶବ୍ଦର ଦୁନିଆ”: ଏକ ପ୍ରେମର ସ୍ୱର(ପୁସ୍ତକ ସମୀକ୍ଷା)

ମାଇଁ ୱାଲ୍ଡ ଅଫ ୱାର୍ଡ଼ସ୍(ମୋ ଶବ୍ଦର ଦୁନିଆ)ର କବିତା ସଂକଳନରେ ଥିବା କବିତା ମାନଙ୍କ ଭିତରକୁ ପ୍ରବେଶ କଲେ ପାଠକକୁ ହିଁ ହଜି ଯିବାକୁ ପଡ଼ିଥାଏ । ବିଷ୍ଣୁପଦଙ୍କ କବିତା ଭିତରେ ଜଣେ ପାଠକ ଏଇଥି ପାଇଁ ସହଜରେ ନିଜକୁ ହଜେଇ ଦେଇ ପାରିବ ବୋଧହୁଏ ଯେ ତାଙ୍କ କବିତା ଖୁବ୍ ସରଳ ଭାବାର୍ଥରେ ଓ ବୋଧଗମ୍ୟ ଭାଷାରେ ଲିପିବଦ୍ଧ ହୋଇଥାଏ ।

ବିସ୍ତୃତ