ଡ଼ାକ୍ତରଖାନା

ମହାପ୍ରୟାଣ ଯୋଜନା; ଦଶଟି ପ୍ରମୁଖ ତଥ୍ୟ

ଦାନ ମାଝୀ ଘଟଣା ପରେ ରାଜ୍ୟ ସରକାରଂକ ଚେତା ପଶିଛି ଓ ସରକାର ରାଜ୍ୟର ସବୁ ଡାକ୍ତରଖାନା ଗୁଡିକୁ ଏକ ନିର୍ଦ୍ଦେଶାବଳୀ ପଠାଇଛନ୍ତି । ଏଥିରେ କୁହାଯାଇଛି ଯେ, କୌଣସି ପରିସ୍ଥିତିରେ ବି ମୃତଦେହ ପ୍ରତି ଅବହେଳା କରାଯିବନି । ସମ୍ପୂଣ୍ଣ ବିଧି ମୁତାବକ ମୃତଦେହର ଅନ୍ତିମ ସଂସ୍କାର ହେବ ।

ରକ୍ତ ଟାଣିବା

ଦୁଃସ୍ଥ ଜନସ୍ୱାସ୍ଥ୍ୟ ସେବା ଡାକ୍ତର-ରୋଗୀମାନଙ୍କୁ ପରସ୍ପର ବିରୁଦ୍ଧରେ ଠିଆ କରାଇଦେଉଛି ।

ଅନଶନର ତୃତୀୟ ଦିନ : ଡାକ୍ତରଖାନାରେ ୬୪ ଜେଲ କର୍ମଚାରୀ

ପ୍ରାୟ ୪୦ ଜଣ ଅସୁସ୍ଥ କର୍ମଚାରୀଙ୍କୁ ଅନଶନସ୍ଥଳୀରେ ଜେଲ ଡାକ୍ତରଙ୍କ ଦ୍ୱାରାଚିକିତ୍ସା କରାଯାଉଛି । ଅଖିଆପିଆ ୩ଦିନ ଧରି ଶାନ୍ତିଶୃଙ୍ଖଳାର ସହ ଜେଲ କର୍ମଚାରୀମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ ସମ୍ପାଦନା କରୁଥିଲେ ମଧ୍ୟ କତୃପକ୍ଷଙ୍କ ନିଦ ଭାଙ୍ଗି ନାହିଁ । ଏଥିପାଇଁ ୯୧ଟି ଜେଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

କାନ୍ଥ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଅସୁରକ୍ଷିତ ଅଙ୍ଗନୱାଡ଼ି କେନ୍ଦ୍ର ସଂପର୍କରେ ଆସନ୍ତା ୧୩ ତାରିଖ ସୁଦ୍ଧା ଜଣାଇବାକୁ ମହିଳା ଓ ଶିଶୁ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁରାରୋଗ୍ୟରେ ପୀଡ଼ିତ ସମସ୍ତ ଗରିବଙ୍କୁ ସହାୟତା ପାଇଁ ନିଷ୍ପତି

ଭାଇଜାକ୍ ର ୫ଟି ହସ୍ପିଟାଲକୁ ଏହି ଯୋଜନାରେ ସାମିଲ କରିବାକୁ ନିଷ୍ପତି ହୋଇଛି ।

୧୩ଟି ଆଇସିୟୁ, ୧୧ଟି ଏସ୍ଏନ୍ସିୟୁ ପ୍ରତିଷ୍ଠା ନିଷ୍ପତି

^aRûZ gògêu PòKò›û _ûAñ aZðcû^ iê¡û 21Uò 12 g~ýû aògòÁ GiþG^þiòdê _âZòÂû Keû~ûAQò û

This website uses cookies.