Tag Archives: ଡ଼ିଏଭି

ଓଡିଶା ଖବର

ଆଜିଠୁ ସବୁ ଡିଏଭିରେ ପାଠପଢା ବନ୍ଦ

ଏହି ବନ୍ଦ ଯୋଗୁଁ ଶିକ୍ଷକ,ଶିକ୍ଷୟତ୍ରୀମାନେ ସ୍କୁଲ ଆସିବେ ନାହିଁ । ଏହି ନିଷ୍ପତି ନେଇଛନ୍ତି ବିଭିନ୍ନ ଡିଏଭି ସ୍କୁଲର ଅଧ୍ୟକ୍ଷମାନେ । ଯାହାଫଳରେ ୪୨ଟି ଡିଏଭି ସ୍କୁଲରେ ପାଠପଢା ବାଧାପ୍ରାପ୍ତ ହେବ ।

ବିସ୍ତୃତ
ମୁଖ୍ୟ ଖବର

ସିବିଏସ୍ଇ ଦ୍ଵାଦଶ ପରୀକ୍ଷାରେ ଚନ୍ଦ୍ରଶେଖରପୁର ଡ଼ିଏଭି ଶୀର୍ଷରେ

ଛାତ୍ରଛାତ୍ରୀମାନେ ଏକକ ବିଷୟରେ ୮୫ ନମ୍ବର ଇଂରାଜୀ ଓ ବାଇଓଲୋଜିରେ ୯୦ ଓ ଗଣିତ ଏବଂ କମ୍ପ୍ୟୁଟର ବିଷୟରେ ଶହେରୁ ଶହେ ନମ୍ବର ରଖିଛନ୍ତି ।

ବିସ୍ତୃତ
ମୁଖ୍ୟ ଖବର

ସିବିଏସ୍ଇ ଦ୍ଵାଦଶ ବିଜ୍ଞାନରେ ଅଂଶୁମାନ ଓଡ଼ିଶା ଟପ୍ପର

ଭୁବନେଶ୍ୱର କ୍ଷେତ୍ରରେ ପାସ୍ ହାର ମୋଟ୍ ୮୩.୮୪ ପ୍ରତିଶତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧.୨୬ ପ୍ରତିଶତ ଛାତ୍ର ଓ ୮୭.୨୮ ପ୍ରତିଶତ ଛାତ୍ରୀ ଅଛନ୍ତି ।

ବିସ୍ତୃତ