Tag Archives: ୧ ଟଙ୍କାରେ ଚାଉଳ

ଓଡିଶା ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନୀ ଚାଲ-ବିରୋଧୀ

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ କହିଛନ୍ତି ୨୦୦୯ ନିର୍ବାଚନରୁ ଏହି ଯୋଜନା କଂଗ୍ରେସ ଇସ୍ତାହାରରେ ରହିଥିଲା । ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାକୁ ଆପଣେଇଛନ୍ତି । ନବୀନ ବାବୁ ଏହା କହିବାର ଉଦେ୍ଧଶ୍ୟ ହେଲା ସେ ନିର୍ବାଚନ ପାଇଁ ଭୟଭିତ ହୋଇ ଯାଇଛନ୍ତି ।

ବିସ୍ତୃତ
ଓଡିଶା ଖବରରାଜନୀତି

ଫେବୃୟାରୀରୁ ବିପିଏଲ ପରିବାରଙ୍କୁ ଏକ ଟଙ୍କାରେ କିଲେ ଚାଉଳ-ମୁଖ୍ୟମନ୍ତ୍ରୀ

କେବଳ ବିପିଏଲ ପରିବାର ନୁହଁନ୍ତି କେବିକେ ଅଞ୍ଚଳର ଏପିଏଲ ପରିବାରକୁ ମଧ୍ୟ ୧ ଟଙ୍କାରେ କିଲୋ ହିସାବରେ ଚାଉଳ ଯୋଗାଇ ଦିଆଯିବ । ଅନ୍ତ୍ୟୋଦୟ ହିତାଧିକାରୀ,ଭିନ୍ନକ୍ଷମ ଏବଂ ଅନୁସେଚିତ ଜାତି ଓ ଜନଜାତି ଛାତ୍ରାବାସ ଏହି ଯୋଜନାରେ ସାମିଲ ହେବ । ରାଜ୍ୟର ୫୮ ଲକ୍ଷ ଉପଭୋକ୍ତା ଏହା ଦ୍ୱାରାଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ବିସ୍ତୃତ