Tag Archives: ୨୦୧୫

ଧର୍ମ

ଭଗବାନ ଶିବଙ୍କ ନିର୍ବନ୍ଧ ସହ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ

ଭଗବାନ ଶିବ-ପାର୍ବତୀଙ୍କ ବିବାହୋତ୍ସବରେ ନୃତ୍ୟଗୀତ କରି ସେବାକଲେ ସେମାନଙ୍କ ଜୀବନର ସାଥର୍କ ଅଛି ଓ ମୋକ୍ଷପ୍ରାପ୍ତି ମିଳିବ । ତେଣୁ ପରବର୍ତ୍ତୀ ଜୀବନରେ ସେମାନେ ଆଉ ଏଭଳି ବିତସ୍ପୃହ ଜୀବନ ପାଇବେ ନାହିଁ ବୋଲି ବିଶ୍ୱାସ ରହିଥିବାରୁ ପ୍ରତିବର୍ଷ ଯାତ୍ରାବେଳେ ଶହ ଶହ ସଂଖ୍ୟାରେ ମାଇଚିଆ ଏଠାକୁ ଆସିଥାନ୍ତି ।

ବିସ୍ତୃତ
ଶିକ୍ଷା

ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ଦେଲେ ୪୪୫00 ଛାତ୍ର ଛାତ୍ରୀ

ରାଜ୍ୟର ୧୯ ଟି ସହରରେ ୭୮ ପରୀକ୍ଷା କେନ୍ଦ୍ର ରେ ହୋଇଥିବା ଏହି ପରୀକ୍ଷା ସୂଚାରୁ ରୂପେ ସମ୍ପନ୍ନ ହୋଇଛି । ପରୀକ୍ଷା ସକାଳ ନଅଟା ରୁ ଅପରାହ୍ନ ଚାରିଟା ତିରିଶ ପର୍ଯ୍ୟନ୍ତ ତିନୋଟି ସିଟିଙ୍ଗରେ ଅନୁଷ୍ଠିତ ହୋଇଥିଲା।

ବିସ୍ତୃତ